ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 
by Argus News
Mon, Nov 13 | 10:48 a.m.

ପୁରୀ: କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରେ ସୋଇଥିବା ସମୟରେ ପୋଡିଗଲା ୬ବଖରା ଘର ସହ ଅମଳ ହୋଇ ଥୁଆହୋଇଥିବା ୪୦ଧାନ ବସ୍ତା। ଏଥିସହିତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ: ପାରାଦୀପ ନୂଆଗଡ ଛକରେ ଜଳିଗଲା ବାଣ ଦୋକାନ

କାଲି ପୟା ଅମାବାସ୍ୟା ଥିବାରୁ ଘରର ସମସ୍ତା ଲୋକେ ପୟା ଡାକି ରାତି ୧୧ଟା ସମୟରେ ସୋଇଥିଲେ । ହଠାତ୍ ଗ୍ରାମର ଜଣେ ଲୋକ ଡାକି କହିଥିଲା ଘରେ ନିଆ ଲାଗିଯାଇଛି । ଘରୁ ବାହାରି ପାରିନଥିଲେ ଘରଲୋକେ । ଘରର ମୁରବି ଜଳନ୍ଦରଙ୍କ ହାତରେ ନିଁଆ ଲାଗିବା ସହ ୪ଟି ଗାଇ ସମେତ ରୋଜଗାର ଦେଉଥିବା ୨ଟି ବଳଦ ପୋଡିଯାଇଥିଲା । ଏବେ ସମସ୍ତ ପରିବାର ଖୋଲା ଆକାଶ ତଳେ ।

ଓଡିଶା ଖବର ଆହୁରି ପଢନ୍ତୁ

ଭୟାବହ ଅଗ୍ନିକାଣ୍ଡ
42m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
43m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
53m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ