ବନକଲାଗି ନୀତି, ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
by Argus News
Wed, Nov 27 | 8:17 a.m.

ଅର୍ଗସ ବ୍ୟୁରୋ: ଆଜି ମାର୍ଗଶିର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ  ।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ ।  ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ  ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।  ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ଅପରାହ୍ନ 5 ଟା ରୁ ରାତ୍ର 10 ଟା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଘଣ୍ଟା ଧରି  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ବନକଲାଗି ନୀତି ପରେ  ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।

 

ହାତୀ
19m ago
ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ
ଅର୍ଗସ ବ୍ୟୁରୋ: ଚନ୍ଦକାକୁ ଆସିଲେ ୨ ହାତୀ ଛୁଆ । ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକା ଅଣାଯାଇଛି
ଅଧିବେଶନ
42m ago
ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ
ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ପ୍ରଶ୍ନ କାଳରେ ବିଭିନ୍ନ ବିଭାଗର ରହିଛି ଆଲୋଚନା । ଦ୍ବିତୀୟ ଦିନରେ ବି ଗୃହରେ ଲାଗି ରହିପାର
ପୋଲିସ
44m ago
ଏଯାଏ ଶିଶୁର ପତ୍ତା ପାଉନି ପୋଲିସ
ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବ
ଭିଜିଲାନ୍ସ ଚଢାଉ
କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ଏକକାଳୀନ 7ଟ
EVM
EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଅର୍ଗସ ବ୍ୟୁରୋ: ଦେଶରେ ହେଉଥିବା ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କର