ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି
by Argus News
Fri, Apr 19 | 11:33 a.m.

ଅର୍ଗସ ବ୍ୟୁରୋ : ଆଗାମୀ ଘୋଷଯାତ୍ରା ପାଇଁ ଗତ କାଲି ସନ୍ଧ୍ୟାରେ ପୁରୀରେ ପହଞ୍ଚିଛି ରଥ ଦଉଡି଼ । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ । ସମୁଦାୟ ୨୬ଟି ଦଉଡି଼ ଆସିଥିବା ବେଳେ ସେଥି ମଧ୍ୟରୁ ୮ଇଞ୍ଚ ମୋଟେଇ ଓ ୨୨୦ଫୁଟ ଲମ୍ବର ୧୪ଟି ରଥ ଟଣା ଦଉଡ଼ି ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିଭଳି ୨୭୦ଫୁଟ ଲମ୍ବ ୪ଇଞ୍ଚ ଗୋଲାଇ ର ୩ଟି ଇନର କର୍ଡନ ଦଉଡି଼, ୩୭୫ଫୁଟ ଲମ୍ବ ୪ଇଞ୍ଚ ମୋଟେଇର ୩ତି ଆଉଟଡୋର କର୍ଡ଼ନ ଦଉଡି଼, ୪୫୦ଫୁଟ ଲମ୍ବ ୪ଇଞ୍ଚ ଗୋଲେଇର ୩ଟି ଜେନେରାଲ କର୍ଡନ ଦଉଡି଼ ଏବଂ ୧୦୦ମିଟର ଲମ୍ବ ୪ ଇଞ୍ଚ ଗୋଲେଇର ୩ଟି ପୋଲିସ କର୍ଡନ ଦଉଡି଼ ଆସିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । 

EMPLOYEES
48m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ