ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ଜବତ ହେଲା ବିଦେଶୀ ମଦ
by Argus News
Mon, Apr 15 | 2:47 p.m.

ଅର୍ଗସ ବ୍ୟୁରୋ : ରାଜକନିକାରେ ମାତିଛନ୍ତି ଚୋରା ମଦ ବେପାରୀ । ଗତକାଲି ବିଳମ୍ବିତ ରାତିରେ ରାଜକନିକା ବ୍ଲକ ପଶ୍ଚିମ କନିକାର ବଡ଼ହଳୁପଡା ଗାଁର ଶେଖର ଦାସଙ୍କ ଘରେ ଥାନା ଅଧିକାରୀଙ୍କ ପହଞ୍ଚି୧୮ଲିଟର ବିଦେଶୀ ମଦ ଜବତ କରିଛି । ମଦ ସହ ଶେଖରଙ୍କୁ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ମଧ୍ୟ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜକନିକା ପୋଲିସ ଶେଖର ଦାସଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଶେଖର କିଛିଦିନ ହେବ ଚୋରାରେ ମଦ ବିକ୍ରି କରୁଥିବା ରାଜକନିକା ପୋଲିସ ପାଖରେ ଖବର ଥିଲା । ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ରାଜକନିକା ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହିତ ଶେଖରଙ୍କୁ ଗିରଫ କରିଥିବା ଜଣାପଡିଛି । 

କାନ୍ସ ଫିଲ୍ମ
6m ago
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍
REFRIGERATION
20m ago
ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବ
AMIT SHAH
22m ago
ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍
ଅର୍ଗସ ବ୍ୟୁରୋ : ଓଡ଼ଶା ସମୃଦ୍ଧ କିନ୍ତୁ ଲୋକେ ଗରିବ । କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ । କହିଲେ, ଆପଣଙ୍କ ଗୋଟିଏ ଭୋଟ୍ ଓଡ଼ିଶାକୁ ସମୃଦ୍ଧ କରିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେ