ଦିବ୍ୟ ସ୍ୱରୂପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ 
by Argus News
Fri, Jan 19 | 6:33 p.m.

ନୂଆଦିଲ୍ଲୀ: ସାମନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତି । ଯାହାଙ୍କୁ ଦେଖିବା ପାଇଁ କାହିଁ କେଉଁ ବର୍ଷରୁ ଥିଲା ଅପେକ୍ଷା । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦର୍ଶନ କରନ୍ତୁ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମୁର୍ତ୍ତିକୁ। 
ଏହି ଫଟୋ ଗର୍ଭଗୃହରୁ ଆସିଛି।  ଏହି ମୂର୍ତ୍ତିରେ ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମିଳିଛି ।

ମୂର୍ତ୍ତିରେ ପ୍ରଭୁ ଶ୍ରୀରାମ ଙ୍କ ମଥାରେ ତିଲକ ଲାଗିଛି। ସୌମ୍ୟ ମୁଦ୍ରାରେ  ଦର୍ଶନ ଦେଉଛନ୍ତି ପ୍ରଭୁ ରାମ। ପ୍ରଭୁ ଶ୍ରୀରାମଙ୍କ ମୁହଁରେ ଯେଉଁ ହସ ତାହା ଭକ୍ତମାନଙ୍କ ମନ କିଣି ନେଉଛି।  

ଏବେ ଖାଲି ୨୨ ଜାନୁଆରୀକୁ ଅପେକ୍ଷା । ଭଗବାନ ଶ୍ରୀରାମ  ରାମ ମନ୍ଦିରରେ  ପ୍ରତିଷ୍ଠା ହେବେ। ଅପେକ୍ଷା  ଶେଷ ହେବ ୫୦୦ ବର୍ଷର.. 

ଅଧିକ ପଢନ୍ତୁ  ରାମକଥା ଖବର 

TCS CEO
20m ago
TCS CEO କ୍ରିତିଭାସନଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ
ଅର୍ଗସ ବ୍ୟୁରୋ: ଏବେ ଜଣେ ଅଧିକାରୀଙ୍କ ନାଁ ଚର୍ଚ୍ଚା ହେଉଛି। ଯାହାଙ୍କ ଦରମା କଥା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଗୋଟିଏ ବର୍ଷ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କା ବେତନ ପାଇଛନ୍ତି। ସ
HEALTH
32m ago
ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ
ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି କମ୍ ଟଙ୍କାରେ କିଛି ଭଲ ଖାଇବାକୁ ମିଳୁ । ବାହାରେ ଖାଉଥିବା ଲୋକ ମାନେ ସବୁ ବେଳେ ଭଲଖାଇବା ଦରକାର। ତେବେ ଆସନ୍ତୁ ଜାଣିବା ସବୁଠାରୁ ସସ୍ତ
HEALTH
ରସୁଣକୁ କେମିତି ବ୍ୟବହାର କରିପାରିବେ
ଅର୍ଗସ ବ୍ୟୁରୋ: ରସୁଣର ଅନେକ ଉପକାରିତା ଅଛି । ରସୁଣ ଖାଇବା ଦ୍ଵାରା କେତକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ରସୁଣ ନୁହେଁ ରସୁଣର ଚୋପାକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ । ତେବ