ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ
by Argus News
Wed, Nov 22 | 8:39 a.m.

ଅର୍ଗସ ବ୍ୟୁରୋ :  ୨୦୨୪ ଜାନୁଆର ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ଦୃଷ୍ଟିରେ ରଖି ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ପୂଜାରୀ ହେବା ଲାଗି ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ । ଏହାକୁ ମନିଟର କରିବା ଲାଗି ୩ ଜଣିଆ କମିଟି ଗଠନ ହୋଇଛି ।

ଅଧିକ ପଢନ୍ତୁ : ନେପାଳର ଗଣ୍ଡୁକି ନଦୀ କୂଳରୁ ଆସିଲା ଶାଳଗ୍ରାମ, ତିଆରି ହେବେ ରାମଲାଲା

ତେବେ ପ୍ରାର୍ଥୀଙ୍କୁ ସନ୍ଧ୍ୟା ବନ୍ଦନ, ମନ୍ତ୍ର, କର୍ମକାଣ୍ଡ ଭଳି ଜଟିଳ ପ୍ରଶ୍ନ ପଚରାଯାଉଛି ।  ଯୋଗ୍ୟତା ଆଧାରରେ ୨୦୦ ଜଣଙ୍କୁ ସଟ୍ଲିଷ୍ଟ କରାଯାଇଥିବା ବେଳେ ୨୦ ଜଣଙ୍କୁ ଏଥିପାଇଁ ମନୋନିତ କରାଯିବ । ୬ ମାସ ତାଲିମ ନେବା ପରେ ରାମ ମନ୍ଦିରରେ ପୂଜାରୀ ଭାବେ ନିଯୁକ୍ତି ମିଳିବ । ଏନେଇ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଭୟାବହ ଅଗ୍ନିକାଣ୍ଡ
42m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
43m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
53m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ