ବେତକୁଲି ଲୋକଙ୍କ ପାଇଁ ଅଭିଶାପ ପଲଟିଛି ରାମିଆଳ ନଦୀ
by Argus News
Mon, Sep 02 | 6:52 p.m.

ଅର୍ଗସ ବ୍ୟୁରୋ:  ଦୁଃଖ ଦେଉଛି ରାମିଆଳ ନଦୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର କରଡାବଣି, କଳାମାଟି, ବେତକୁଲି ସାହିର ଲୋକଙ୍କ ପାଇଁ ଅଭିଶାପ ପଲଟିଛି ଏହି ନଦୀ । ନଦୀରେ ବ୍ରିଜ ନଥିବାରୁ ଉଛୁଳା ନଦୀ ପାର ହେଉଛନ୍ତି ଲୋକେ । ଅନେକ ସମୟରେ ନଦୀରେ ବୁଡି ଲୋକଙ୍କ ଜୀବନ ମଧ୍ୟ ଯାଉଛି । ତୁରନ୍ତ ରାମିଆଳ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଗଲେ ଲୋକଙ୍କ ଦୂର୍ଦ୍ଦଶା ଦୂର ହୋଇପାରନ୍ତା । ଗତ ୨୫ ବର୍ଷର ବିଜେଡି ସରକାରରେ ଆଦିବାସୀ ମାନେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ୍ ସେଥି ପ୍ରତି କେହି ଗୁରୁତ୍ବ ଦେଇ ନଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା