ଜାଲରେ ଲାଗିଛି ବଡ ମାଛ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ
by Argus News
Mon, Jul 01 | 2:02 p.m.

ବୌଦ୍ଧ: ଧୀବରଙ୍କ ଜାଲରେ ପଡିଲା 40 କେଜିର ବୁଦ ମାଛ । ବୌଦ୍ଧ ମହାନଦୀରେ ମାଛ ଧରୁ ଥିବାବେଳେ ଧିବର ଜାଲରେ ପଡ଼ିଲା ୨୦ କେଜିର ବୁଦ ମାଛ  । ଏହି ମାଛ ବିରଳ ପ୍ରଜାତିର । ଏହି ମାଛ ସତକୋଶିଆରୁ ଆସିଥିବା ନେଇ ଅନୁମାନ କରାଯାଉଛି । ପ୍ରତିବର୍ଷ ମହାନଦୀରେ ଏହିଭଳି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ବର୍ଷା ହେଲେ ଗୋଳି ପାଣି ଉପର ମୁଣ୍ଡରୁ ଆସିଲେ ସାତ କୋଶିଆ ଗଣ୍ଡରୁ ଉପରକୁ ଉଠି ଆସିଥାନ୍ତି ଏହି ମାଛ । ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିଥାଏ ।

ଆହୁରି ପଢନ୍ତୁ ଓଡିଶା ଖବର...

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ ମତ ରଖିଲେ ଉପ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : "ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶ
SENSEX
ପ୍ରଥମଥର ପାଇଁ ୮୦ ହଜାର ଅତିକ୍ରମ କଲା ସେୟାର ବଜାର
ଅର୍ଗସ ବ୍ୟୁରୋ: ବିଶ୍ୱସ୍ତରୀୟ ସମର୍ଥନ ମଧ୍ୟରେ ଘରୋଇ ଷ୍ଟକ୍ ବଜାର ବୁଧବାର ଏକ ନୂତନ ଇତିହାସ ସୃଷ୍ଟି କରିଛି | ଆଜି, ବେପାର ଆରମ୍ଭ ହେବା ମାତ୍ରେ ହିଁ ସେନ୍ସେକ୍ସ 570 ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଆଇନମନ୍ତ୍ରୀ
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ । ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍