ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
by Argus News
Sun, Apr 28 | 12:42 p.m.

ଅର୍ଗସ ବ୍ୟୁରୋ:  ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଜଳୁଛି ପୁରା ଓଡ଼ିଶା। ତାତିରେ ବ୍ରେକ ଲାଗୁନି। ଦିନ ୧୧ଟା  ୩୦ ସୁଦ୍ଧା ଭୁବନେଶ୍ବର ହେଉଛି ସବୁଠୁ ଉତ୍ତପ୍ତ। 
ଭୁବନେଶ୍ୱର: ୪୧.୬°C 
ବାଲେଶ୍ୱର: ୪୦.୭°C
ଚାନ୍ଦବାଲି: ୪୦.୨°C 
କେନ୍ଦୁଝର: ୪୦°C 
ଝାରସୁଗୁଡା: ୩୯.୫°C 
ସମ୍ବଲପୁର: ୩୯.୪°C 
ରାଉରକେଲା: ୩୯.୪°C
ହୀରାକୁଦ: ୩୭.୮°C 
ପୁରୀ: ୩୪.୨°C 
ଗୋପାଳପୁର: ୩୩.୫°C
ପାରାଦୀପ: ୩୩.୪°C

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

BOBBY DAS
1m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ
BJD
2m ago
ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର
ଅର୍ଗସ ବ୍ୟୁରୋ : ବିଜେଡିରେ ବବିଙ୍କ ଅବସ୍ଥା ଏବେ ସାଙ୍ଘାତିକ । ଦଳ ତାଙ୍କୁ ଧୀରେ ଧୀରେ କୁଆଡ଼େ ଦୂରେଇ ଦେଉଛି । ଯିଏ ଦିନେ ପାୱାର କରିଡରରେ ଚକ୍କର କାଟୁଥିଲେ ଆଜି ସିଏ ଦଳ ଲାଗି ପ୍ରାୟତ
BJP
6m ago
ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ୧ ନମ୍ବର କରାଯିବ । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ଏକ ନମ୍ବର କରାଇବ