ରେଫ୍‌କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍‌ଯାପିତ
by Argus News
Sun, Oct 06 | 7:37 a.m.

ଅର୍ଗସ ବ୍ୟୁରୋ:  କୋଲକାତାର ବାଇପାସ ବିଶ୍ବବାଂଲା ମେଳା ପ୍ରାଙ୍ଗଣରେ ଚାଲିଥିବା ୩ ଦିନର ରେଫ୍‌କୋଲ୍ଡ ଇଣ୍ଡିଆ ୨୪ ମେଳା ଉଦ୍‌ଯାପିତ ହୋଇଯାଇଛି।  ଗୁରୁବାର ଏସିଆ ମହାଦେଶର ସର୍ବବୃହତ୍ତ ଏହି ମେଳାରେ ବଜାର ଚାହିଦା ଅନୁସାରେ ଆଡଭାନ୍ସ କୋଲ୍ଡ ଚେନ୍‌ ସଲ୍ୟୁସନ ଏହାର ଉଦ୍ଦେଶ୍ୟ ଥିଲା । ଏହି ମେଳାକୁ ଓଡିଶା ସରକାର ଓଡିଶାର ୪୦ ଜଣ ପ୍ରତିନିଧିଙ୍କୁ ପଠାଇଥିଲେ। ଖାଦ୍ୟ ସଂରକ୍ଷଣରେ ନୂତନ କୋଲ୍ଡ ଷ୍ଟୋରେଜ ପଦ୍ଧତି, ଯନ୍ତ୍ରପାତି ଦେଖିଲେ। ମେଳାର ଶେଷ ଦିନ ଓଡିଶାର ଉଦ୍ୟାନ, ଏସ୍‌ସି ଆଣ୍ଡ ଡବ୍ଲୁଡି ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ସହ ତାଙ୍କ ଅଫିସଆଲ ଟିମ, ଓଡିଶା କୋଲ୍ଡ ଷ୍ଟୋରେଜ ଆସୋସିଏସନ ସଭାପତି ଜନାର୍ଦ୍ଦନ ସାହୁଙ୍କ ନେତୃତ୍ବରେ ତାଙ୍କ ଟିମ୍‌ ତିନି ଦିନ ଥିଲେ। ଓଡିଶାରେ କୋଲ୍ଡ ଷ୍ଟୋର ପ୍ରତିଷ୍ଠା । ନବୀକରଣ ନେଇ ସେ ଉତ୍ସାହିତ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଡିବିରି ଆଲୁଅ
30m ago
ରାତି ହେଲେ ଏଠି ଡିବିରି ଆଲୁଅ ଭରସା
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜ
ଗିରଫ
34m ago
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ
ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । 7 ଜଣ ଯୁବକଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ADCP
ଅପହଞ୍ଚ ଗାଁ
57m ago
୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯା