ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ 
by Argus News
Thu, Dec 07 | 1:42 p.m.

ନୂଆଦିଲ୍ଲୀ:  କଂଗ୍ରେସର ନେତା  ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।  ଏଲବି  ଷ୍ଟାଡିୟମରେ ଆୟୋଜିତ  ଭବ୍ୟ କାର୍ଯ୍ୟକ୍ରମରେ  ତେଲେଙ୍ଗାନା ରାଜ୍ୟପାଳ ତାଙ୍କୁ ଗୋପନୀୟତାର ଶପଥ  ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ମଲ୍ଲିକାର୍ଜୁନ ଖଡକେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକର ସିଏମ  ସିଦ୍ଧରମୈୟା, ଡେପୁଟି ସିଏମ ଡି ଶିବକୁମାର ସମେତ  ବହୁ କଂଗ୍ରେସ ନେତା ଉପସ୍ଥିତି ଥିଲେ। ସୂଚନାମୁତାବକ,  ରେବନ୍ତ ରେଡ୍ଡୀ  ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ। ସେ ତେଲେଙ୍ଗାନାର ଦ୍ୱିତୀୟ ସିଏମ ହେବେ।  ୨୦୧୩ ରେ ତେଲେଙ୍ଗାନାର ଗଠନ ପରେ  କଂଗ୍ରେସ  ପାଓ୍ୱାରକୁ ଆସିଥିଲା। ଏଠାରୁ ଚନ୍ଦ୍ରଖେଖର ରାଓ ଡିଁ ଦୁଇ ଥର ସିଏମ୍‌ ବନି ଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ