ଲଗାଣବର୍ଷାରେ ଖସିଲା ମାଟି ଅତଡା, ଯାତାୟତ ଠପ୍
by Argus News
Thu, Jul 04 | 5:31 p.m.

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପାଙ୍ଗନପାଣି ଗ୍ରାମରେ ମାଟି ଅତଡା ଖସିବା ଫଳରେ ଯାତାୟତ ଠପ୍ ହୋଇଯାଇଛି । କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଥିବାରୁ ହନ୍ତସନ୍ତ ହେଉଛନ୍ତି ଦଣ୍ଡାବାଡ଼ି ପଞ୍ଚାୟତର 10 ରୁ ଉର୍ଦ୍ଧ୍ୱ ଗ୍ରାମବାସୀ । 

ଏହି ରାସ୍ତା ଦେଇ ଲୋକମାନେ ପ୍ରତି ଦିନ ଯାତାୟତ କରୁଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।  ଏହି ରାସ୍ତା ଉପରେ ପାଙ୍ଗନପାଣି, ମରିଚଅଟାଳ, କଲିଆ ଅଟାଳ, କୁଆଗନନ୍ଦଲି, ପଣସପୁଟ ଗ୍ରାମବାସୀ ନିର୍ଭର କରୁଥିବାବେଳେ ଗ୍ରାମବାସୀ ଦାବି କରିଛନ୍ତି ଏହାର ମରାମତି ଖୁବ ଶୀଘ୍ର କରିବା ସହ କଲର୍ଭଟଟିଏ ନିର୍ମାଣ କରିବା ପାଇଁ । 

ଆହୁରି ପଢନ୍ତୁ ଓଡିଶା ଖବର...

ଭବିଷ୍ୟବାଣୀ
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...
ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ । ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି
ଜନସମୁଦ୍ର
ଜଗା ପାଇଁ ଜନସମୁଦ୍ର...
ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଜନସମୁଦ୍ର ହୋଇ ଉଠିଛି ବଡଦାଣ୍ଡ। ଛୁଟିଛି ଭକ୍ତଙ୍କ ସୁଅ। ଜଗାର ରଥଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ଆଗମ
ରଥ
ତୁଳସୀ କାଠ ଓ ଫାଇବରରେ ନିର୍ମିତ ଗୋଟିଏ ଇଞ୍ଚ୍ ର ରଥ
ଭଦ୍ରକ: ତୁଳସୀ କାଠ ଓ ଫାଇବର ଗୋଟିଏ ଇଞ୍ଚ୍ ର ରଥ। ଏହି ରଥକୁ ନିର୍ମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣାଶୁଣା ଶିଳ୍ପୀ ଗୋପାଲ ସାମଲ। ତିନୋଟି ରଥ ନିର୍ମାଣ