ବନ ବିଭାଗ କବଜାରେ ଶୁଆ ବେପାରୀ, ଦୁଇ ଜଣ ଗିରଫ
by Argus News
Tue, Jan 23 | 4:13 p.m.

ଅର୍ଗସ ବ୍ୟୁରୋ : ଜଙ୍ଗଲୀ ଶୁଆ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ରାଉଲକେଲାରେ ଚାଲାଣ ବେଳେ ରେଡ୍ । ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ସମ୍ମୁଖରେ ଛକି ବସିଥିଲା ବନବିଭାଗ ଟିମ୍ । ଦୁଇ ଜଣଙ୍କୁ ଗିରଫ କରିଛି । ଏକ ବାଇକ୍‌ରେ ୧୦ଟି ଶୁଆ ଧରି ନୂଆ ବସ୍ ଷ୍ଟାଣ୍ଡ ଯିବା ସମୟରେ ବନ ବିଭଗ ଧରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପଚରା ଉଚରା ପରେ ଆହୁରି ୭୨ଟି ଶୁଆ ଶାବକ ନାଳରୋଡ ଅଞ୍ଚଳରେ ଏକ ଭଡା ଘରେ ରଖିଥିବା ଜଣାପଡ଼ିଛି । ସବୁ ଶୁଆଙ୍କୁ ଉଦ୍ଧାର କରାଯାଇଛି । ଶୁଆ ଶାବକ ଗୁଡ଼ିକୁ 8ଶହ ଟଙ୍କାରେ କିଣି ୩ ହଜାରରୁ ୩୫୦୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି DFO । 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ