ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ 
by Argus News
Wed, May 08 | 12:06 p.m.

ଭୁବନେଶ୍ୱର:  ନବରଙ୍ଗପୁରରେ ରୁବେଲା ଭାଇରସ ଆତଙ୍କ । ଦୁଇଟି ବ୍ଲକରେ 18 ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଦେଖାଦେଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ସମସ୍ତ ରୋଗୀ ସ୍ୱତନ୍ତ୍ର ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ ସହ ସାମ୍ପୁଲ୍ ଗ୍ରହଣ କରି ICMR କୁ ପଠାଯାଇଛି ।  

ସ୍କ୍ରବ ଟାଇଫସ୍ ଓ ଲେପଟୋସ୍ପାଇରାସିସ ପରୀକ୍ଷା ନେଗେଟିଭ ଆସିଥିବା ସୂଚନା ମିଳିଛି । ଏବେ ସ୍ଥିତି ସ୍ୱାଭାବିକ ଅଛି । ରୁବେଲା ଭାଇରସ କି ନୁହଁ ରିପୋର୍ଟ ଆସିଲା ପରେ ଜଣା ପଡିବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । 

ପରୀକ୍ଷାକୁ ଯାଇଥିବା 5ଟି ନମୁନାର ରିପୋର୍ଟ ଆସିଛି । ସେଥିମଧ୍ୟରୁ 2 ଟି ରୁବେଲା ପଜିଟିଭ ଥିବା ସୂଚନା ମିଳିଛି । ଅନ୍ୟଗୁଡିକ ମିଳିମିଳା ରୋଗୀ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର... 
 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍