ସମ୍ବଲପୁର ଫୁଡ୍‌ର ଏକ ନିଆରା ସ୍ଵାଦ ଅଛି : ଧର୍ମେନ୍ଦ୍ର  
by Argus News
Tue, Apr 16 | 2:34 p.m.

ସମ୍ବଲପୁର: ଆଜି ଜିଲ୍ଲା ବାର ଆସୋସିଏସନର ପହଞ୍ଚି ଆଲୋଚନା କରିବା ସହିତ ପାଖରେ ଥିବା ଏକ ଦୋକାନରେ ପକୁଡ଼ି ଖାଇଥିଲେ। ସମ୍ବଲପୁର ବାର ପକୁଡ଼ି ବିଷୟରେ ଆଗରୁ ଶୁଣିଥିଲି। ଆଜି ବନ୍ଧୁ ମାନଙ୍କ ସହ ପକୁଡ଼ି ଖାଇଲି। ସମ୍ବଲପୁର ଫୁଡ୍ ର ଏକ ନିଆରା ସ୍ଵାଦ ଅଛି ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବେହେରା ଭାଇ ଦୋକାନରେ ପକୁଡ଼ି ଖାଇ ବହୁତ୍ ଭଲ ଲାଗିଲା। ଦୁଇ ଦାମ୍ପତ୍ୟ ଙ୍କ ଠୁ ପକୁଡ଼ି ଖାଇ ବହୁତ୍ ଖୁସି ଲାଗିଲା।

ଅଧିକ ଖୁସି ଲାଗିଲା ମୁଁ ପକୁଡ଼ି ଖାଇ ସାରି ଡିଜିଟାଲ ପେମେଣ୍ଟ ଦେଲି।  ଏଥିସହିତ ସମ୍ବଲପୁର ସ୍ଥିତ ଜିଲ୍ଲା ବାର ଆସୋସିଏସନର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବାର ଆସୋସିଏସନ ରେ  ଅନୁଭବି ଓ ଗୁରୁଜନ ସିନିୟର୍ ଓକିଲ ସହ ଦେଖା ହେବା ସହ ଏହି ଅଞ୍ଚଳର ଅନେକ ବିକାଶ ନିମନ୍ତେ ଉପଦେଶ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।   ।  

ଅଧିକ ପଢନ୍ତୁ : ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଇନ୍ଦୋରରେ ଭୟଙ୍କର
15m ago
ଇନ୍ଦୋରରେ ଭୟଙ୍କର ସଡ଼କ ଦୁର୍ଘଟଣା: ଡମ୍ପରକୁ ପିଟିଲା କାର, ୮ମୃତ
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହ
J.P. NADDA
ବିଜେପିର ପାୱାର ସୋ' ଦେଖିବେ ଏକାମ୍ରବାସୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ଼ ସୋ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିରାଟ ରୋଡ଼ ସୋ ନଡ୍ଡାଙ୍କର । ପୁରୁଣା ଭୁବନେଶ୍ବର ମାଉସୀ ମ
୯ବର୍ଷୀୟ ନାବାଳିକାଙ୍କୁ
୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି କଳଙ୍କର ଛିଟା। ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଜଣେ ଶିକ୍ଷକ ତାଙ୍କ ପେଶାକୁ ବଦନାମ କରିଛନ୍ତି। ଶିକ୍ଷକ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତ