ପିଏମ୍ ଙ୍କୁ ଭେଟିବେ ସିଏମ୍
by Argus News
Wed, Jun 26 | 12:02 p.m.
  • ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ...ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀର ସୌଜନ୍ୟମୂଳକ ସାକ୍ଷାତ କରିବାର ରହିଛି କାର୍ଯ୍ୟକ୍ରମ 
  • ତିନି ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି... ପୁରୀ ରଥଯାତ୍ରାରେ ଦେବେ ଯୋଗ...ଜୁଲାଇ ୬ରୁ ୯ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ
  • ଓଡ଼ିଶା ଫେରିବେ ବରିଷ୍ଠ IAS ମନୋଜ ଆହୁଜା ...ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହେବେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା 
  • ଚାନ୍ଦବାଲି ପୋଲିସର ବର୍ବରକାଣ୍ଡ ...ଦଳିତ ମହିଳାଙ୍କ ସହ ନାବାଳିକାକୁ ଗୋଡ଼େଇ ଗୋଢ଼େଇ ପିଟିଲା ପୋଲିସ...ଆକ୍ରମଣରେ ମହିଳା ଗୁରୁତର ଆହତ
  • ଓଡ଼ିଶା କ୍ୟାଡରର IFS ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...ମହିଳା ଟ୍ରେନି ଅଫିସରଙ୍କୁ ଅଶ୍ଲୀଳ ମେସେଜ୍ କରୁଥିଲେ ଭି. କାର୍ତ୍ତିକ..କୋଏମ୍ବାଟୁରସ୍ଥିତ ବନସେବା ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା CASFOSରେ କାମ କରୁଥିଲେ
  • ଧିରେ ଧିରେ ବାଲେଶ୍ୱରକୁ ଫେରୁଛି ଶାନ୍ତି...ବର୍ତ୍ତମାନ ସହଦେବ ଖୁଣ୍ଟା ଓ ଟାଉନ ଥାନା ପୋଲିସ ଅନ୍ତର୍ଗତ ଅଞ୍ଚଳରେ ରାତ୍ରି କାଳୀନ କର୍ଫ୍ୟୁ ରହିବ ବଳ ବତ୍ତର...ଏହି ଅଞ୍ଚଳରେ ସକାଳ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ କର୍ଫ୍ୟୁ କରାଯାଇଛି କୋହଳ
  • ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ...ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା ଦେଲେ...ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶୁଣିଲେ ଅଭିଯୋଗ...କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନ 
  • ଆଜି ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ...ବିଶ୍ୱାସ ରହିଛି ଫୁଲୁରି ତେଲ ମାଲିସ୍ ପରେ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥାନ୍ତି ମହାପ୍ରଭୁ
  • ଏ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଗୋଟିଏ ଦିନରେ ନବଯୌବନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି 
  • 5 ଦିନ ଯାଏଁ ପ୍ରବଳ ଛେଚିବ...୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ 

 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ