ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟୀ ପରେଡ୍
by Argus News
Mon, Oct 07 | 10:33 a.m.

ଭୁବନେଶ୍ୱର:  IPS ଅରୁଣ ଷଡଙ୍ଗୀ ନେଲେ ଅବସର । ଚାକିରିର ୧୦ମାସ ପୂର୍ବରୁ ସ୍ବେଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ବିଦାୟ କାଳୀନ ସମାରୋହର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅରୁଣ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା । ପୋଲିସ ଏକାଡେମୀରେ ଥିବା ଟ୍ରେନିମାନଙ୍କ ଦ୍ବାରା ପ୍ୟାରେଡ ଆୟୋଜନ । 

 

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଦାୟିତ୍ଵରେ ଥିଲେ। ଏଥି ସହିତ ସ୍ବତନ୍ତ୍ର DG ଟ୍ରେନିଂ ଦାୟିତ୍ବରେ ରହିଥିଲେ। ଗତ ସାଧାରଣ ନିର୍ବାଚନରେ DG In-charge ଥିଲେ।  ଅବସର ପରେ ସେ OPSC ଚେୟରମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିବେ। ଏଥି ସହିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି।

6 ବର୍ଷ ପାଇଁ OPSC ଚେୟାରମ୍ୟାନ ରହିବେ ଅରୁଣ ଷଡ଼ଙ୍ଗୀ

ଧନିଆ
ଧନିଆ ପାଣି ଶରୀରକୁ ଏପରି କରିଦେ..
ନୂଆଦିଲ୍ଲୀ: ରୋଷେଇ ଘରେ ଥିବା ଧନିଆ ଏପରି ଏକ ମସଲା ଯାହା ବିଭିନ୍ନ ହିତକର କାର୍ଯ୍ୟରେ ଲାଗିଥାଏ। ଧନିଆର ମଞ୍ଜି ଏବଂ ଧନିଆ ପତ୍ର ଉଭୟର ବହୁଳ ଭାବେ ବ୍ୟବହାର କରାଯାଇଥାଏ।
NIA SHARMA
ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲ
ଗଞ୍ଜେଇ ଜବତ
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3