ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
by Argus News
Mon, Oct 07 | 2:17 p.m.

ଅର୍ଗସ ବ୍ୟୁରୋ:  ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲି ନିୟା ଶର୍ମା ପ୍ରଶସଂକଙ୍କୁ କହିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମାମାଗିବାକୁ ଚାହୁଁଛି।  ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇପାରୁନାହିଁ ବୋଲି ନିୟା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।

‘ବିଗ୍‌ବସ୍‌ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ନିୟା ବିଗ ବସ୍‌ରେ ସାମିଲ ହେବେ ନାହିଁ। ଏହାସହ ରବିବାର ସନ୍ଧ୍ୟାରେ ଅନ୍ୟ ସବୁ କଣ୍ଟେଷ୍ଟେଣ୍ଟଙ୍କ ନା ପ୍ରକାଶ ପାଇଛି। ବିଗବସ୍‌ କୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବାବେଳେ ବର୍ତ୍ତମାନ ଏହି ସୋ ଆରମ୍ଭ ହୋଇସାରିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ବାଇକ୍‌କୁ
8m ago
ବାଇକ୍‌କୁ ଧକ୍କା ଦେଲା ଟ୍ରଲର, ୩ ମୃତ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରଲର ଏକ ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ
ସାଙ୍ଗରୀ ଲା ଘାଟି
18m ago
ଏହି ସ୍ଥାନକୁ ଥରେ ଗଲେ ଆଉ ଫେରିବେନି
ନୂଆଦିଲ୍ଲୀ: ଆପଣ ବୁଲିବାକୁ ଭଲ ପାଉଥିବେ ହେଲେ ଭୁଲ୍‌ ବି ରେ ଏହ ସ୍ଥାନକୁ ଯିବେନି। କାରଣ ଏଠାକୁ ଗଲେ ଆପଣ ଆଉ ଫେରିବେନି। ଏମିତି ଏକ ଜାଗା ଅଛ
ଝୁଲନ୍ତା ଅବସ୍ଥାରେ
19m ago
ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ ଫେରନ୍ତା ମହିଳାଙ୍କ ମୃତଦେହ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅର୍ନ୍ତଗତ ଅର୍ଜୁନ ଚୂଆ,ଖଡିଖମଣ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ମାୟାବତ