ଗରମ କ୍ଷୀର ପିଇବା ଠିକ୍‌ ନା ନାହିଁ ?
by Argus News
Fri, May 10 | 3:40 p.m.

ଅର୍ଗସ ବ୍ୟୁରୋ:  ବଢ଼ୁଛି ତାତି। ଚାଲିଛି ଗ୍ରୀଷ୍ମ ଋତୁ। ଏଭଳି ସମୟରେ ଗରମ କ୍ଷୀର ପିଉଛନ୍ତି କି। ଏହା ଶରୀର ପାଇଁ ଠିକ୍‌ କି ନୁହେଁ । ଦୌନନ୍ଦୀନ ଜୀବନରେ ସମସ୍ତେ କ୍ଷୀର ପି' ବାକୁ ପସନ୍ଦ କରନ୍ତି। ହେଲେ ଏହା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ। ଖରାଦିନେ ଗରମ କ୍ଷୀର ପିଇବା ଉଚିତ ନୁହେଁ । ଗରମ କ୍ଷୀରରେ କିଟାଣୁମାନଙ୍କ ବିକାଶ ବଢ଼ିଥାଏ। ଯାହାଦ୍ୱାରା ଶରୀର ପ୍ରତି କ୍ଷତି ଘଟାଇଥାଏ ।

ଏସିଡିଟି ହୋଇଥିଲେ ଗରମ କ୍ଷୀର ପିଇବା ଠିକ ନୁହେଁ। ଯେଉଁମାନଙ୍କର ପାଚକ ଶକ୍ତି ଖରାପ ଥାଏ, ସେମାନେ ଗରମ କ୍ଷୀର ପିଇବା ଉଚିତ ନୁହେଁ, ଡିହାଇଡ୍ରେସନ ସମୟରେ ଗରମ କ୍ଷୀର ନପିଇବା ଉଚିତ୍‌। ଯେଉଁମାନଙ୍କୁ ସୁଗର ହୋଇଥାଏ ସେମାନେ ମଧ୍ୟ ଗରମ କ୍ଷୀର ପିଇବା ଠିକ ନୁହେଁ। ଏହାଦ୍ୱାରା ସେମାନଙ୍କ ସୁଗର ଲେବୁଲ ଅଧିକ ବଢ଼ିଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍