ଦକ୍ଷିଣକାଳୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ସକାଳୁ ସକାଳୁ ଚାଲିଛି ନୀତିକାନ୍ତି
by Argus News
Fri, Nov 01 | 8:38 a.m.

ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଉଛନ୍ତି ମାଆ । ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ମା'ଙ୍କୁ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର ଲାଗିଛି ଭକ୍ତଙ୍କ ଭିଡ । ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣକାଳୀ ।

ରାତିରେ ଘଟସ୍ଥାପନ, ଚକ୍ଷୁଦାନ ସହ ବଢିଥିଲା ବିଭିନ୍ନ ନିତିକାନ୍ତି । ବଡ଼ି ଭୋରୁ ବଳି ନୀତି, ବଳି ଧୂପ, ବଡସିଂହାର, ପହୁଡ ନିତି ପରେ ବିସର୍ଜନ ନୀତି ଶେଷ ହୋଇଛି। ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣକାଳୀ । ସେପଟେ ଯାଜପୁରର ଗଣପର୍ବ କାଳୀପୂଜା ଲାଗି ଉତ୍ସବ ମୁଖର ପୂରା ପରିବେଶ। 
 

ଅଙ୍ଗଦାନ
11m ago
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ୩ୟ ଥର ପାଇଁ ଅଙ୍ଗଦାନ ; ୨ ପାଇଲେ ନୂଆ ଜୀବନ
ଅର୍ଗସ ବ୍ୟୁରୋ : ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ହୋଇଛି ଅଙ୍ଗଦାନ । ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଦୁଇଟ
2 PERSON DEAD
48m ago
କାଳ ହେଲା ଆମ୍ବ ଟାକୁଆ, ୨ ଜଣଙ୍କ ଗଲା ଜୀବନ
ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଟାଙ୍କୁ ଯାଉ ଖାଇ ୨ ମୃତ ୬ ଗୁରୁତର । ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ର
PAYA SHRADDHA
ପ୍ରୟାଶ୍ରାଦ୍ଧ ଲାଗି ପୁରୀରେ ଭିଡ଼, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏକାଠି ହେଲେ ଭକ୍ତ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଦୀପାବଳୀ ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ,ବଡ଼ବଡୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଗାଦର୍ଶନ ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦି