ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ ?
by Argus News
Tue, Nov 28 | 7:13 a.m.

ଅର୍ଗସ ବ୍ୟୁରୋ: ଟନେଲ ଭିତରୁ କେବେ ବାହାରିବେ ୪୧ ଶ୍ରମିକ। ଏହାକୁ ସମସ୍ତେ ଅପେକ୍ଷା କରି ରହିଛିନ୍ତି। ଏହାରି ଭିତରେ ରେସ୍କ୍ୟୁ ଟିମ୍‌କୁ ମିଳିଛି ଏକ ବଡ଼ ସଫଳତା। ଟନେଲ ଭିତରେ ଫଶି ରହିଥିବା ଆମେରିକା ଅଗର ମେସିନ୍‌ର ବ୍ଲେଡ୍‌କୁ ବାହାର କରାଯାଇଛି। ପ୍ଲାଜମା କଟର୍‌ରେ କାଟି ଏହି ଭଗ୍ନାଂଶକୁ ବାହାର କରିଛନ୍ତି ରେସ୍କ୍ୟୁ ଟିମ୍‌। ଏହାପରେ ଏବେ ହାତରେ ଭର୍ଟିକାଲି ଖୋଳା ଚାଲିଛି।

ଏନେଇ ଉଦ୍ଧାର କାମରେ ନିୟୋଜିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉତ୍ତରକାଶୀର ଏହି ଟନେଲ ଭିତରେ ଦୀର୍ଘ ୧୫ ଦିନ ହେବ ୪୧ ଶ୍ରମିକ ଫଶି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ମଧ୍ୟାହ୍ନରେ ଭର୍ଟିକାଲ ଡ୍ରିଲିଂ କାମ ଆରମ୍ଭ ହୋଇଛି।  ସେପଟେ ୮୦୦ ଏମ୍‌ଏମ୍‌ ପାଇପ ଭିତରେ ଯାଇ ରେସ୍କ୍ୟୁ ଟିମ୍‌ ହାତରେ ଖୋଳିବା ମଧ୍ୟ ଜାରି ରଖିଛନ୍ତି। ସେପଟେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି ବୋଲି ଏନ୍‌ଡିଆର୍‌ଏଫ୍‌ ଜଣେ ସଦସ୍ୟ କହିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ