କେବୁଲ ବେପାରକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼
by Argus News
Fri, May 24 | 2:11 p.m.

 ବାଲେଶ୍ୱର:  କେବୁଲ ବେପାରକୁ କେନ୍ଦ୍ର କରି  ଯୁବକକୁ ଭୁଜାଲି ମାଡ଼। ନିକଟରେ ବିଳମ୍ବିତ ରାତିରେ ଘଟିଛି ଘଟଣା । ଗୁରୁତର ଯୁବକ ହେଲେ ବାହାର୍ଦ୍ଦା ଗ୍ରାମର ଚନ୍ଦନ ସେଠି । ପଶ୍ଚିମବଙ୍ଗ ରୁ କିଛି ଯୁବକ ଚନ୍ଦନ କୁ ଘରୁ ଡାକିନେଇ ନିଛାଟିଆ ଜାଗାକୁ ନେଇ ଭୁଜାଲି ରେ ହାଣି ଫେରାର ହେଇଯାଇଥିଲେ ।

ଗୁରୁତର ଅବସ୍ଥାରେ  ସ୍ଥାନିୟ ଲୋକ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଡାକ୍ତର ଖାନାକୁ  ସ୍ଥାନାନ୍ତରିତ କରାଯାଇଛି l ଯୁବକର ଚେତାଶୂନ୍ୟ ଥିବାରୁ ଭୁଜାଲି ମାଡ଼ କରିଥିବା ଯୁବକ ମାନଙ୍କ ପରିଚୟ ମିଳିନାହିଁ l ଚନ୍ଦନ ସୁସ୍ଥ ହେଲା ପରେ ସମସ୍ତ ସତ୍ୟ ଘଟଣା ବାହାରକୁ ଆସିବ ବୋଲି ଚନ୍ଦନର ପରିବାର ଲୋକେ ସୂଚନା ଦେଇଛନ୍ତି l
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ