ଖୁବ୍ ଶୀଘ୍ର ଆପଣ ଜାଣିପାରିବେ ଆପଣଙ୍କୁ କିଏ କଲ କରୁଛି
by Argus News
Sat, Feb 24 | 7:38 a.m.

 ନୂଆଦିଲ୍ଲୀ:  ଖୁବ୍ ଶୀଘ୍ର ଆପଣ ଜାଣିପାରିବେ ଆପଣଙ୍କୁ କିଏ କଲ କରୁଛି। ଏହାପରେ ଆପଣ ଫୋନ ଉଠାଇବେକି ନାହିଁ ତାହାର ନିଷ୍ପତ୍ତି ନେବେ। କାରଣ ଏବେ ସରକାରୀ ଟ୍ରୁ କଲର ପାଇଁ ଟ୍ରାଇ ଉଦ୍ୟମ ଆରମ୍ଭ କରିଛି।

ସରକାରୀ ଟ୍ରୁ-କଲର କାର୍ଯ୍ୟକ୍ଷମ ହେଲେ ଫୋନ ଆସିବା ମାତ୍ରା କଲ କରିଥିବା ବ୍ୟକ୍ତିର ପ୍ରକୃତ ନାମ ମଧ୍ୟ ଫୋନ ସ୍କ୍ରିନରେ ଦେଖାଦେବ। ଫଳରେ ଠକେଇ ପାଇଁ କଲ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜଣା ପଡିବ ଏଭଂ ଲୋକେ ସଚେତନ ବି ହୋଇପାରିବେ। ଏଥିପାଇଁ ଟ୍ରାଇ ମୋବାଇଲ ବ୍ୟବହାର କରୁଥିବା ଲୋକମାନଙ୍କୁ ପରାମର୍ଶ ତଥା ମତାମତ ଦେବାକୁ ଆହ୍ବାନ କରିଛି। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ