ଦକ୍ଷିଣକୋରିଆ ନିର୍ମାଣ କରିଥିବା କୃତ୍ରିମ ସୂର୍ଯ୍ୟକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା
by Argus News
Wed, Apr 03 | 9:46 p.m.

ଅର୍ଗସ ବ୍ୟୁରୋ : ଦକ୍ଷିଣକୋରିଆରେ ନିର୍ମାଣ ହେଲା କୃତ୍ରିମ ସୂର୍ଯ୍ୟ । ଦକ୍ଷିଣକୋରିଆର ବୈଜ୍ଞାନିକମାନେ ୧୦ କୋଟି ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସୃଷ୍ଟି କରୁଥିବା ଏହି ବିଶାଳ ଉତ୍ତପ୍ତ ପିଣ୍ଡକୁ କୃତ୍ରିମ ସୂର୍ଯ୍ୟ ଭାବେ ଆଖ୍ୟାୟିତ କରିଛନ୍ତି । ଏଭଳି କାମ କରି ଦେଖାଇଛନ୍ତି ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ।

ଅଧିକ ପଢନ୍ତୁ ବିଦେଶ ଖବର 

ଏତେ ତାପମାତ୍ରା ଆଜି ପର୍ଯ୍ୟନ୍ତ କୌଣସି ଦେଶ ସୃଷ୍ଟି କରିବାରେ ସଫଳ ହୋଇପାରିନଥିଲେ । ଏହି ତାପମାତ୍ରା କୃତ୍ରିମ ରୂପେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ବାରା ସୃଷ୍ଟି କରାଯାଇଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହି ସଫଳତା ଭବିଷ୍ୟତରେ ଶକ୍ତି ଉତ୍ପନ ଦିଗରେ ଅନେକ ଲାଭଦାୟକ ସାବ୍ୟସ୍ତ ହେବ । କହିରଖୁଛୁ ଆମେରିକା, ଚାଇନା ଏବଂ ଫ୍ରାନ୍ସ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ