ଆଜିର ବ୍ରେକିଂ ନ୍ୟୁଜ୍‌ କଣ ? ଦେଖିବା ଲାଗି ସ୍କ୍ରୋଲ କରନ୍ତୁ Speed 10
by Argus News
Thu, Sep 26 | 7:21 p.m.

ଅର୍ଗସ ବ୍ୟୁରୋ : ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ସରକାର : ମୋଟ ୪୩ ଜଣ ବିଡିଓଙ୍କ ଅଦଳ ବଦଳ କଲେ ରାଜ୍ୟ ସରକାର

ସଦସ୍ୟତା ଅଭିଯାନରେ ଜେପି ନଡ୍ଡାଙ୍କ ବଡ଼ ବୟାନ । ଭାରତରେ ୫ ହଜାର ପାର୍ଟି, ୫୦ରୁ ଅଧିକ ଆକ୍ଟିଭ ପାର୍ଟି । ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ

ନଡ୍ଡା କହିଲେ, ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ କହିଲେ ନଡ୍ଡା

ଉପରମୁଣ୍ଡରେ ବର୍ଷା, ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା । ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବଢ଼ିଲା ଆଶଙ୍କା, ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଡ୍ୟାମ୍ ଗେଟ୍

ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା । ବାଲିକୁଦାରେ ୧୦୫, ଜଗତସିଂହପୁର ୯୯.୧, ଉଦଳା ୯୪ ମିମି ବର୍ଷା ସହ କପ୍ତିପଦା ୯୨, ଗୋପ ୯୧, କେନ୍ଦୁଝରଗଡ଼ ୮୯ ମିମି ବର୍ଷା ରେକର୍ଡ ହୋଇଛି

ମାନହାନି ମୋକଦ୍ଦମା ମାମଲାରେ ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ । ଶିବସେନା ନେତା ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନା, ସଂଜୟଙ୍କୁ ଜେଲ୍‌ ଦଣ୍ଡାଦେଶ କଲେ ମୁମ୍ବାଇ ମେଟ୍ରୋପଲିଟାନ୍‌ କୋର୍ଟ

ଯାଞ୍ଚ ହେବ ମହାପ୍ରସାଦ, ଶୁଖିଲା ଭୋଗର ମାନ; ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ୱରେ ଜମିଲା ୧ ଫୁଟ୍‌ର ପାଣି । ଲଗାଣ ବର୍ଷା ପରେ ପାଣି ଜମିଥିବାରୁ ପର୍ଯ୍ୟଟକ ହନ୍ତସନ୍ତ । ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି

ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍‌କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍, ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା । ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍
ଫସିଲେ ୧୪ ମତ୍ସଜୀବୀ
କଟକ ନିଶ୍ଚିତକୋଇଲିରେ ନକଲି ମଦ ଜବତ : ଏକ ବାରରୁ ବିପୁଳ ପରିମାଣର ନକଲି ମଦ ଜବତ । ମଦ ସହ ଏକ ସ୍କୁଟି ଜବତ କଲା ଜିଲ୍ଲା ଅବକାରୀ ବିଭାଗ, ନକଲି ମଦ କାରବାର ଅଭିଯୋଗରେ ୫ ଅଟକ
 

ବିଜେଡି
3m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
59m ago
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ