ନିର୍ବାଚନ ପାଇଁ ଚେକିଂ ଜୋରଦାର: ଭୁବନେଶ୍ୱରରୁ ଟଙ୍କା ନେଇ ଯାଉଥିବା ଗାଡି ଜବତ
by Argus News
Sun, Apr 28 | 4:53 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ଜୋରଦାର ହୋଇଛି ପୋଲିସ ଚେକିଂ । ବ୍ଲକିଂ ବେଳେ ଧରାପଡ଼ିଛି ଚୋରା ଗାଡି଼ ଓ ଟଙ୍କା । ଚନ୍ଦ୍ରଶେଖରପୁରରେ ସାଢେ ୩ ଲକ୍ଷ ଟଙ୍କା ସହ ତମାଣ୍ଡୋରେ ଚୋରା ମୋରମ ବୋଝେଇ ଟ୍ରକ ଜବତ ହୋଇଛି । ଏନେଇ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ରାତ୍ରିକାଳୀନ ଚେକିଂ ଜୋରଦାର କରାଯାଇଛି । 

ଶନିବାର ରାତିରେ ଚେକିଂ ବେଳେ ନଗଦ ଟଙ୍କା ଯାଉଥିବା ଗାଡି ସହ ୫ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ୫ଟି ଚୋରା ମୋରମ ବୋଝେଇ ଟ୍ରକ ମଧ୍ୟ ଜବତ କରାଯାଇଛି । ମୋଟ ୬୦ଟି ଗାଡ଼ି ଜବତ ହୋଇଛି, ଯାହାର ଡ୍ରାଇଭର ମଦ୍ୟପାନ କରି ଡ୍ରାଇଭ କରୁଥିବା ବେଳେ ଧରାପଡିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

DP
ବିଜେପିର ମୁଖ୍ୟମନ୍ତ୍ରୀ କିଏ ? ଧର୍ମେନ୍ଦ୍ର ଦେଲେ ଜବାବ
ଅର୍ଗସ ବ୍ୟୁରୋ : ଘୋଷଣା ହୋଇଗଲା ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ । ଓଡ଼ିଶାର ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆ ହେବେ । ପ୍ରେସମିଟ୍‌ ପରେ ସାମ୍ବାଦିକଙ୍କୁ ଏମିତ
MIGRANT
ବିକାଶର ମାନେ କ'ଣ ଦାଦନ ?
ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି
NAVEEN PATNAIK
ଚ୍ୟାଲେଞ୍ଜ ଆକସେପ୍ଟ କଲେ 50-50 !
ଅର୍ଗସ ବ୍ୟୁରୋ : ମୋଦି ଆହ୍ଵାନ ଦେଇଥିଲେ ନବୀନ ବିନା କାଗଜରେ କଂଟାବାଞ୍ଜିର ୧୦ ଗାଁର ନାଁ କହିପାରିବେ କି ? ଆଉ ମୋଦିଙ୍କ ଗସ୍ତର ଠିକ୍‌ ପରଦିନ କଂଟାବାଞ୍ଜି ଗସ୍ତରେ ଗଲେ ମୁଖ୍ୟମନ୍ତ୍ର