ଶ୍ରୀ ଶ୍ରୀ ବଳଦେବଜିଉ ମନ୍ଦିରରୁ ଚୋରି
by Argus News
Fri, Mar 29 | 11:54 a.m.

କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟରାତ୍ରରେ ହୁଣ୍ଡି ତାଡି ହୁଣ୍ଡିରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୃତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଗତ ରଥଯାତ୍ରା ପରଠାରୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସି ଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରୋଡ ସୋ'
9m ago
କଟକରେ ଅମିତ ଶାହଙ୍କ ରୋଡ ସୋ'
କଟକ: କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରୋଡ ସୋ 'ରେ ସାମିଲ ହେଲେ ଶାହ। ଶାହଙ୍କ ସହ ରୋଡ ସୋ ରେ ସାମିଲ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍
ଭେଣ୍ଡି
11m ago
ପେଟ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବ ଭେଣ୍ଡି
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକ ଅନେକ ପରିବା ଖାଆନ୍ତି ନାହିଁ । ସେହିପରି ଭେଣ୍ଡିକୁ ଅନେକ ଲୋକ ଖାଇବାକୁ ଭଲ ପାଆନ୍ତି ନାହିଁ ।ତେବେ ଆସନ୍ତୁ ଜାଣିବା ଭେଣ୍ଡିର ଫାଇଦା ଆଉ ଜାଣିବା ପର
VIGILANCE RAID
34m ago
୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ
ଅର୍ଗସ ବ୍ୟୁରୋ : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମହାକାଳପଡା ତହସିଲ ଅଫିସ ସରକାରୀ ଅମିନ ଉମାକାନ୍ତ ବେହେରା । ଆର. ପି କେସ୍ ରିପୋଟ ଦେବାପାଇଁ ୨ ହଜା