ବାତ୍ୟା ସମୀକ୍ଷା ; ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
by Argus News
Fri, Oct 25 | 11:16 a.m.

ଅର୍ଗସ ବ୍ୟୁରୋ : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : "ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା

ଏଥିସହ ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ ବୋଲି କହିଛନ୍ତି । ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ବାଭାବିକ ହେବ । ତେବେ ବାତ୍ୟାରେ ସ୍ଥାନାନ୍ତର ହୋଇଥିବା ସମସ୍ତ ଗର୍ଭବତୀ ମହିଳା ମଧ୍ୟରୁ ୧୬ଶହ ଗର୍ଭବତୀ ଶିଶୁ ଜନ୍ମ କରିଛନ୍ତି । ଉଭୟ ମା ଏବଂ ପିଲା ସୁସ୍ଥ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । 

LOSE WEIGHT
3m ago
ମାତ୍ର 10 ମିନିଟ୍ ଚାଲିବା ଦ୍ୱାରା ଓଜନ ହ୍ରାସ କରିପାରିବେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ଫିଟ୍ ରହିବା ବଡ କଥା । ଯେଉଁମାନଙ୍କର ଫିଟନେସ୍ ପାଇଁ ସମୟ ନାହିଁ ସେମାନେ କେବଳ 10 ମିନିଟ୍ ଚାଲିବା ଦ୍ୱାରା ଅନେକ ଲାଭ ପାଇପାରିବେ । ହଁ, ଦୈନିକ 10-15
PATANJALI
13m ago
ଅଧିକ ବିକ୍ରି ହୋଇଛି ପତଞ୍ଜଳୀ ଖାଇବା ତେଲ
ଅର୍ଗସ ବ୍ୟୁରୋ: ପତଞ୍ଜଳୀ ପ୍ରଡକ୍ଟ ଘରେ ଘରେ ପରିଚିତ। ଏହା ସମସ୍ତଙ୍କର ଭାରି ପ୍ରିୟ। ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପତଞ୍ଜଳୀ ପ୍ରଡକ୍ଟ। ପତଞ୍ଜଳୀ ଭିନ୍ନ ଭିନ୍
ଧାମରା
24m ago
ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର
ଅର୍ଗସ ବ୍ୟୁରୋ : ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର। ଗୋଟିଏ ଟ୍ରଲର ଆଉ ଏକ ଟ୍ରଲରକୁ ଦୌଡି ସାହାଯ୍ୟରେ ଟାଣୁଥିବାର ଚିତ୍ର କୈଦ ହୋଇଛି କ୍ୟାମେରା ଲ୍ୟାନ୍ସରେ। ଦୁଇଟ