ମଦୁଆ ଶିକ୍ଷକଙ୍କୁ ଚପଲ ଫିଙ୍ଗିଲେ ଛାତ୍ରଛାତ୍ରୀ, ଭାଇରାଲ ହେଲା ଭିଡିଓ
by Argus News
Wed, Mar 27 | 4:03 p.m.

ଅର୍ଗସ ବ୍ୟୁରୋ : ମଦ ପିଇ ସ୍କୁଲକୁ ଆସୁଥିଲେ ଶିକ୍ଷକ । ହେଲେ ସ୍କୁଲ ହତା ଭିତରକୁ ପଶପଶୁ ଚପଲ ପିନ୍ଧି ଛାତ୍ରଛାତ୍ରୀ । ଆଉ ସେଇଠୁ ପ୍ରାଣ ବିକଳେ ପଳାଇଥିଲେ ଶିକ୍ଷକ । 
ବର୍ତ୍ତମାନ ଅନେକ ସ୍ଥାନରେ ଶିକ୍ଷକଗଙ୍କ ଏପରି କାରନାମା ଦେଖିବାକୁ ମିଳୁଛି । କେଉଁଠି ଶକ୍ଷକ ମଦ ପିଇ ଖାତା ଦେଖୁଛନ୍ତି, ତ କେଉଁଠି ମଦ ପିଇ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବିଦା କରି ଦେଉଛନ୍ତି । ହେଲେ ଏଠାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଯାଉଛି । 

ଅଧିକ ପଢନ୍ତୁ : ଶିକ୍ଷକ ନା ସୈତାନ ? ପାଠ ପଢାଇବା ବଦଳରେ କରୁଥିଲେ ଅସଦାଚାରଣ !

ଜଣେ ଶିକ୍ଷକ ମଦ ପିଇ ବାଇକ ଧରି ସ୍କୁଲ ପରିସର ଭିତରକୁ ପଶି ଆସିଲେ । ଠିକ ଏତିକି ସମୟରେ ପିଲାମାନେ ଜାଣିପାରି ତାଙ୍କୁ ବିଦା କରିବା ପାଇଁ ଚପଲ ଫିଙ୍ଗିଥିଲେ । ଯାହାଦ୍ବାରା ଶିକ୍ଷକ ନିଜ କାନମୁଣ୍ଡ ଆଉଁସି ସେଠାରୁ ଚାଲି ଯାଇଥିଲେ । ତେବେ ଏହା କେବଳ ଥରେ ନୁହେଁ ଏହା ପୂର୍ବରୁ ମଧ୍ୟ ଶିକ୍ଷକ ମଦ ପିଇ ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ତେବେ ମଦୁଆ ଶିକ୍ଷକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । 
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ