ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛନ୍ତି ସଫଳ ଭାରତୀୟ ଷ୍ଟାର୍ଟଅପ୍ସ
by Argus News
Sun, Oct 20 | 12:55 p.m.

ଅର୍ଗସ ବ୍ୟୁରୋ:  ବିକାଶମୁଖୀ ଭାରତୀୟ ଅର୍ଥନୀତି । ଆତ୍ମନିର୍ଭର ଭାରତକୁ ବଳ ଯୋଗାଉଛନ୍ତି ସଫଳ ଭାରତୀୟ ଷ୍ଟାର୍ଟଅପ୍ସ । ଚଳିତ ସପ୍ତାହରେ 3 ଶହ ପ୍ରତିଶତରୁ ଅଧିକ ଗ୍ରୋଥ୍ ରେଟ ସହ ଷ୍ଟାର୍ଟଅପ ଇକୋସିଷ୍ଟମ ଅଧିକ ସମର୍ଥ ହୋଇଛି । ରିପୋର୍ଟ ଅନୁସାରେ ଏହି ସପ୍ତାହରେ ଦେଶର 39ଟି ଷ୍ଟାର୍ଟଅପ୍ସ ଫଣ୍ଡ୍ସ ପାଖାପାଖି 449 ମିଲିୟନ ଡଲାର ବୃଦ୍ଧି ଘଟିଛି । 29ଟି ଡିଲରେ 3 ଶହ ପ୍ରତିଶତ ବିକାଶ ହାର ରେକର୍ଡ ହୋଇଛି । ଗତ ସପ୍ତାହରେ ଷ୍ଟାର୍ଟଅପ ଫଣ୍ଡ 135 ମିଲିୟନ ଡଲାର ଥିବାବେଳେ ଚଳିତ ସପ୍ତାହରେ ଏହା ବୃଦ୍ଧି ପାଇ 449 ମିଲିୟନ ଡଲାରରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା