ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା ଘଟଣା, ଜଣଙ୍କୁ ଗିରଫ କଲା ବୁଗୁଡ଼ା ପୋଲିସ୍
by Argus News
Tue, Dec 26 | 10:01 a.m.

ଅର୍ଗସ ବ୍ୟୁରୋ:  ଗଞ୍ଜାମ ବୁଗୁଡ଼ାରେ ଜିଆରଏସ୍ ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା ଘଟଣା । ଜଣଙ୍କୁ ଗିରଫ କଲା ବୁଗୁଡ଼ା ପୋଲିସ୍ । ଏବେ ବି ମୁଖ୍ୟ ଅଭିଯୁକ୍ତ ରାଘବ ସ୍ୱାଇଁ ଫେରାର୍ ଥିବାବେଳେ ଗିରଫ ଯୁବକ ମୁଖ୍ୟ ଅଭିଯୁକ୍ତର ଭାଇ ବୋଲି ଜଣାପଡିଛି । ଭାଇ ରାଘବକୁ ହତ୍ୟାକାଣ୍ଡ ଭିଆଇବା ସହ ଫେରାର କରାଇବାରେ ଭମିଥୁନ ସହଯୋଗ କରିଥିଲା ।

ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଈଁ ଭଞ୍ଜନଗର ଏସଡିପିଓ ନେତୃତ୍ବରେ ଆସ୍କା, ଗାଙ୍ଗପୁରର, ବୁଗୁଡ଼ା ଥାନା ଅଧିକାରୀଙ୍କୁ ନେଇ 3ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ଗତ ୨୨ ତାରିଖ ଶୁକ୍ରବାର ଦିନ ଲିଫ୍ଟ ମାଗିବା ବାହାନାରେ ସୁକାନ୍ତଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଏନେଇ ସୁକାନ୍ତଙ୍କ ପରିବାର ପକ୍ଷର ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

 

BJP
1m ago
ଓଡ଼ିଆ ନେତାଙ୍କ ଦମ୍ ଓଡ଼ିଆ ଭୋଟରଙ୍କ ହାତରେ ତାମିଲ ବାବୁଙ୍କ ଧମକରେ ନୁହେଁ
ଅର୍ଗସ ବ୍ୟୁରୋ : ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବ
BJP
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ