ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ 
by Argus News
Tue, Apr 09 | 12:54 p.m.

ଅନୁଗୁଳ : ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ଆଜି ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି ।

ତୁରନ୍ତ ଟିକେଟ ଘୋଷଣା କରିବାକୁ ସମର୍ଥକ ଦାବି କରିଛନ୍ତି। ଅନୁଗୁଳ କହିଲେ, ରଜନୀକାନ୍ତ ସିଂହ। ଯଦି ତାଙ୍କ ଟିକେଟ କଟେ ତେବେ ବିଜେଡ଼ି ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ। ଆମେ ସ୍ବାଧୀନ ଲଢିବାକୁ ପ୍ରସ୍ତୁତି କରିବୁ ବୋଲି କହିଛନ୍ତି ରଜନୀକାନ୍ତଙ୍କ ସମର୍ଥକ । ରଜନୀକାନ୍ତ ସିଂହଙ୍କୁ ଟିକେଟ ନମିଳିଲେ କାଉନସିଲର ମାନେ ସାମୁହିକ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।  ଅନୁଗୁଳ ବିଜେଡିରେ ବଢ଼ିଲା ଅଡୁଆ । ତେଜିଲା ଅନୁଗୁଳ ଟିକେଟ କଳି । ଅନୁଗୁଳ ଟିକେଟ ଘୋଷଣା ରେ ବିଳମ୍ବ କୁ ନେଇ ତାତିଲେ ରଜନୀକାନ୍ତ ସିଂ ଙ୍କ ସମର୍ଥକ । ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ ସରକାରୀ ବାସଭବନରେ ସମର୍ଥକ ଙ୍କ ମେଳି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ମୁମ୍ବାଇରୁ ଲଣ୍ଡନ
2m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
3m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
6m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍