ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କଲେ ସୁପ୍ରିମକୋର୍ଟ
by Argus News
Fri, Apr 26 | 12:54 p.m.

ଅର୍ଗସ ବ୍ୟୁରୋ: ଇଭିଏମ ଭୋଟିଂକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ ।  ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଭିଭିପାଟ୍ ବଦଳରେ ବାଲାଟ୍ ପେପରରେ ଭୋଟ୍ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥିସହ EVMର ଶତ ପ୍ରତିଶତ ଯାଞ୍ଚ ମାମଲା ଖାରଜ ହୋଇଛି । ଭିଭିପାଟ୍ ସମ୍ପର୍କିତ ସମସ୍ତ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । EVM ଦ୍ବାରା ହିଁ ଭୋଟ୍ ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ଭୋଟିଂ ପରେ 45 ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ । ଖଣ୍ଡପୀଠ ଆହୁରି କହିଛନ୍ତି ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମସ୍ତ ଖର୍ଚ୍ଚ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥାଏ ତେବେ ଖର୍ଚ୍ଚ ଫେରସ୍ତ ପାଇବେ । 

ଆହୁରି ପଢନ୍ତୁ ଭାରତ ଖବର...

MOOD OF VOTERS
1m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା
MODI
26m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
35m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ