ଆଜି ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ
by Argus News
Sat, Jun 29 | 7:16 a.m.

ଅର୍ଗସ ବ୍ୟୁରୋ : ଆଜି ୱେଷ୍ଟଇଣ୍ଡିଜ୍‌ର ବାର୍ବଡୋସରେ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ 2024 ଫାଇନାଲ । ଭାରତ ଓ ଦକ୍ଷିଣ ଆଫ୍ରୀକା ମଧ୍ୟରେ ଟ୍ରଫି ପାଇଁ ହେବ ମହାମୁକାବିଲା । 2007 ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢିଇ କରିବ । ତୃତୀୟ ଥର ପାଇଁ ଫାଇନଲା ଖେଳିବା ପାଇଁ ଯାଉଥିବା ଭାରତ 17 ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ । ଅନ୍ୟ ପକ୍ଷରେ ଆଇସିସି ବିଶ୍ବକପ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଫାଇନଲାରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ରଖିଛି ଲକ୍ଷ ।

ଅଧିକ ପଢନ୍ତୁ : ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି

ଭରତୀୟ ଦଳର ବ୍ୟାଟିଂ ଭାର ରୋହିତଙ୍କ ସମେତ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋିଷଭ ପନ୍ତ୍, ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରୁଛି । ସେପଟେ ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଜେଡି ସରକାର
5m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52
ବଲେ ବଲେର ସତ
45m ago
ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ
ଭୁବନେଶ୍ୱର: ହାଟରେ ପଡି ଦାଣ୍ଡରେ ଗଡୁଛି ବଲ୍ଲେ ବଲ୍ଲେ ଢାବାର ସତ । ବିବାଦରେ ଜିତୁ-ବବି ଯୋଡ଼ି । ସରକାରୀ ଜମି ମାଡ଼ି ବସି ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ଦେଲେ ଠିକା । ଜନତାଙ୍କ ସଂଗୀ
ମୋଦି
ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି
ନୂଆଦିଲ୍ଲୀ: ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହ