ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
by Argus News
Sun, Feb 18 | 8:23 a.m.

ଅର୍ଗସ ବ୍ୟୁରୋ:  ବନ୍ଦ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର।ମୃତ ଶିକ୍ଷକ ଦିବ୍ୟସିଂହ ପୁର କନକଦୁର୍ଗା ଉଚ୍ଚ ବିଦ୍ୟାଳୟର ଆସିଷ୍ଟଣ୍ଡ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବ୍ରହ୍ମା ବୋଲି ସୂଚନା ମିଳିଛି। ସତ୍ୟାନନ୍ଦ ଦୀର୍ଘ ୧୦ବର୍ଷ ଧରି ନିରାକାରପୁର ମହାବିଦ୍ୟାଳୟ ପଛପଟେ ଚିତ୍ରକୂଟ ବିହାରରେ ଭଡା ଘର ନେଇ ରହି ଆସୁଥିଲେ। ସେ ଦୈନିକ ନିରାକାରପୁରରୁ ଦିବ୍ୟସିଂହ ପୁର ଯିବା ଆସିବା କରିଥାନ୍ତି । ଗତ ଗୁରୁବାର ସେ ବିଦ୍ୟାଳୟ କୁ ଯାଇ ପିଲା ମାନଙ୍କୁ ପାଠ ପଢାଇ ଆସିଥିଲେ। ଶୁକ୍ରବାର ଓ ଶନିବାର ବିଦ୍ୟାଳୟକୁ ଯାଇନଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ। ପୋଲିସର ତଦନ୍ତ ଜାରି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜି ଦେଶରେ
21m ago
ଆଜି ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ
ଅର୍ଗସ ବ୍ୟୁରୋ: ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍‌ରେ ଭୋ
ଓଡ଼ିଶାରେ ପ୍ରଥମ
38m ago
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ : ନେତାଙ୍କ ଛାତି ଧଡ଼ଧଡ଼
ଅର୍ଗସ ବ୍ୟୁରୋ: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିପାଇଁ ସବୁ ଦଳର ନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ ହୋଇଛି। ଭୋଟର ମାନେ ଆଜି ସେମାନଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କ ଭାଗ୍
RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର