ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଲାଗିଛି ଚୋଟ
by Argus News
Thu, Apr 25 | 4:37 p.m.

ଅର୍ଗସ ବ୍ୟୁରୋ:  ଆସିଛି ଏକ ବଡ଼ ଖବର । ବିଜୟଙ୍କୁ ଭଲ ପାଉଥିବା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ସାମ୍ନାକୁ ଆସିଛି। ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଚିନ୍ତା ବଢ଼ିଯାଇଛି। ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି ।

ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି ।  ଫିଲ୍ମ ଗିଲ୍ଲୀକୁ ନେଇ ନିର୍ମାତାଙ୍କ ସହିତ ଆଲୋଚନା କରିଥିଲେ । ଅଭିନେତାଙ୍କୁ ସମ୍ମାନିତ କରାଯାଇ ବେକରେ ଏକ ଫୁଲ ହାର ପିନ୍ଧାଯାଇଥିଲା । ଉକ୍ତ ଫଟୋ ସୋସିଆଲ ମିଡ଼ିଆରେ ଦ୍ରୁତ ଭାବେ ଭାଇରାଲ ହୋଇଯାଇଥିଲା । ସେହି ଫଟୋରେ ବିଜୟଙ୍କର ହାତରେ କିଛି ଆଘାତ ଲାଗିଥିବା ଦେଖାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ