ଆନ୍ଦୋଳନ କଲେ ପ୍ରାର୍ଥୀ, ୧୦ ବର୍ଷ ହେଲା ବାହାରିନି ଜେଇ ପୋଷ୍ଟ
by Argus News
Mon, Dec 04 | 5:09 p.m.

ଭୁବନେଶ୍ବର : ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜେଇ ଆଶାୟୀ ପ୍ରାର୍ଥୀ। ଗତ ୧୦ ବର୍ଷ ହେଲା ବାହାରି ନାହିଁ ପୋଷ୍ଟ। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଆଶାୟୀ। ରାଜ୍ୟରେ ଡିପ୍ଲୋମା ପାଠ ପଢି ଭୁଲ କଲେ ବୋଲି ସେମାନେ କହିଛନ୍ତି। ୨୦୧୪ ମସିହାରୁ ଜୁନିୟର ଇଞ୍ଜିନିୟର ପୋଷ୍ଟ ବାହାର କରୁନି ବିଭାଗ। ବାରମ୍ବାର ଏ ବାବଦରେ ଅଭିଯୋଗ କଲେ ମଧ୍ୟ କୌଣସି ଆକ୍ସନ ନେଉନାହାନ୍ତି ସରକାର। ଯାହା ଫଳରେ ଫଳରେ ପିଲା ମାନସିକ ଭାବେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ପ୍ରତି ବର୍ଷ ବେକାରୀ ସଂଖ୍ୟା ବଢି ଚାଲିଛି।

ଅଧିକ ପଢନ୍ତୁ : ଜାନୁଆରୀ ୨ରୁ ୧୨ ଯାଏ ଚାଲିବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

 ସେପଟେ ଅବସର ହୋଇସାରିଥିବା ଚାକିରିଆ ବ୍ୟକ୍ତିଙ୍କୁ ପୁଣି ଆଉ ଥରେ ପୋଷ୍ଟିଂ କରାଯାଉଛି। କମ ଦରମାରେ ମଧ୍ୟ ଆଉଟ ସୋରସିଂ ମାଧ୍ୟମରେ କିଛି ପିଲାଙ୍କୁ ନିୟୋଜିତ କରାଯାଉଛି । ଯାହା ଆଶାୟୀମାନଙ୍କୁ ନିରାଶ କରିଛି। ଏଥର ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆକ୍ସନ ନ ନିଆଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଦାବି କରିଛନ୍ତି ଆଶାୟୀ ଜେଇ। 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ