ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ
by Argus News
Mon, Jul 01 | 3:36 p.m.

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି 1550 ଅଭିଯୋଗକାରୀ ପଞ୍ଜୀକରଣ କରିଛନ୍ତି । ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ ।

ସମସ୍ତ ଅଭିଯୋଗ ଗୁଡ଼ିକୁ ଆଜି ଶୁଣାଣି କରିବା ପାଇଁ ଚେଷ୍ଟା ଚାଲିଛି । ଅଭିଯୋଗ ଗୁଡ଼ିକ ସହ ଜଡ଼ିତ ବିଭାଗ ଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ASSEMBLY
10m ago
22 ରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ
ଅର୍ଗସ ବ୍ୟୁରୋ: ଆସନ୍ତା 22 ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଧନ୍ୟବାଦ ପ୍ରସ୍ତାବ। 23 ତାରିଖରେ ରହିଛ
DHARMENDRA PRADHAN
24m ago
ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ। ବିଭିନ୍ନ ଶକ୍ତିପୀଠକୁ ଦର୍ଶନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜି ଅନୁଗୋ
DROUPADI MURMU
33m ago
ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ବିମାନ ଯୋଗେ ଆସି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ କରିବେ ଅବତରଣ । ଏହାପର