ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
by Argus News
Sat, Jun 29 | 1:59 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ଥିଲେ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେ.ଭି ସିଂ ଦେଓ । ଏହାପରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସେଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟ ଶଙ୍କରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସଂଧ୍ୟାରେ ହଜଖାସ୍ ଜଗନ୍ନାଥ ମନ୍ଦିରରେ ପ୍ରବାସୀ ଓଡ଼ିଆଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କରିବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ । ଗତକାଲି ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତ, ବିଜେପି ସଧାରଣ ସମ୍ପାଦକ ବି ଏଲ ସନ୍ତୋଷ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରମୁଖଙ୍କୁ ଭେଟିଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ସହିତ ବିକଶିତ ଓଡ଼ିଶା ବିକଶିତ ଭାରତ ନେଇ ଆଲୋଚନା କରିଥିଲେ ।

ଅଧିକ ପଢ଼ନ୍ତୁ:୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ବିଜେଡି ସରକାର
9m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52
ବଲେ ବଲେର ସତ
49m ago
ହାଟରେ ପଡି ଦାଣ୍ଡରେ ଗଡୁଛି ବଲେ ବଲେର ସତ
ଭୁବନେଶ୍ୱର: ହାଟରେ ପଡି ଦାଣ୍ଡରେ ଗଡୁଛି ବଲ୍ଲେ ବଲ୍ଲେ ଢାବାର ସତ । ବିବାଦରେ ଜିତୁ-ବବି ଯୋଡ଼ି । ସରକାରୀ ଜମି ମାଡ଼ି ବସି ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ଦେଲେ ଠିକା । ଜନତାଙ୍କ ସଂଗୀ
ମୋଦି
ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି
ନୂଆଦିଲ୍ଲୀ: ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହ