ଗଭୀର ନଦୀରେ ବିଅର ବୋତଲ ଖୋଲି ଦେଲା କୁମ୍ଭୀର
by Argus News
Mon, Jul 08 | 5:40 p.m.

ଅର୍ଗସ ବ୍ୟୁରୋ: ସୋସିଆଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ, କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭିଡିଓଟି ଆମେରିକାର ଫ୍ଲୋରିଡ଼ା ସହରର। ଭିଡିଓରେ ଦେଖିବାକୁ ମିଳୁଛି ନଦୀର ନୀଳ ଜଳରାଶିରେ ଡଙ୍ଗାରେ ଯାତ୍ରା କରୁଥିବା କିଛି ଯୁବକ ବିଅର ବୋତଲ ଖୋଲିବାକୁ କୁମ୍ଭୀର ସାହାଯ୍ୟ ନେଉଛନ୍ତି। ପ୍ରଥମେ ସେମାନେ ବୋତଲ ଖୋଲିବାକୁ ଚେଷ୍ଟା କରୁଛନ୍ତି। 

 

କିନ୍ତୁ ସଫଳ ହେଉନାହାନ୍ତି। ପରେ କୁମ୍ଭୀରକୁ ଖୋଲିବାକୁ ଦେଉଛନ୍ତି ଆଉ ସେ ଖୋଲିଦେଉଛି। ପରେ ଯୁବକ ଜଣକ ଏହାକୁ ପିଉଛନ୍ତି। ଯେଉଁଠାରେ କୁମ୍ଭୀରକୁ ପ୍ରାୟ ସମସ୍ତେ ଭୟ କରୁଥିବା କରନ୍ତି ସେଠାରେ ଏହି ଯୁବକମାନେ ଦୁଃସାହସିକ କାର୍ଯ୍ୟ କରନ୍ତି। ଯଦି କୁମ୍ଭୀର ଆକ୍ରମଣ କରିଥାନ୍ତା। ଏହା ତାଙ୍କ ଉପରେ ମହଙ୍ଗା ପଡ଼ିଥାନ୍ତା ମାତ୍ର ସେପରି କିଛି ହୋଇନାହିଁ। ଏହି ଭିଡିଓକୁ @ଓ୍ବାଲଷ୍ଟ୍ରିଟ ସିଲଭ ସହିତ ଏକ୍ସରେ ଶେୟାର କରିଛନ୍ତି। କ୍ୟାପସନ ଲେଖିଛନ୍ତି, ଫ୍ଲୋରିଡାର ଜଣେ ବ୍ୟକ୍ତି ବିଅର କ୍ୟାନ ଖୋଲିବା ପାଇଁ ଏକ ଆଲିଗେଟର ବ୍ୟବହାର କରନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 

ବେଆଇନ୍ ମେଡିସିନ୍
42m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ