ଆସନ୍ତାକାଲିଠୁ ରାଜ୍ୟରେ  ବଢିବ  ଦିନ ତାପମାତ୍ରା
by Argus News
Mon, May 27 | 2:54 p.m.

ଭୁବନେଶ୍ୱର:  ଆସନ୍ତାକାଲିଠୁ ରାଜ୍ୟରେ  ବଢିବ  ଦିନ ତାପମାତ୍ରା।  ୨ରୁ ୩ ଡିଗ୍ରୀଂ ପର୍ଯ୍ୟନ୍ତ ପାରଦ  ବଢିବା ସମ୍ଭାବନ ରହିଛି। ଆଗାମୀ  ୫ ଦିନ  ଯାଏଁ  ହିଟ୍‌ଓ୍ୱେଭ୍‌  ସ୍ଥିତି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ।  

ତେବେ କିଛି ସ୍ଥାନରେ କାଳବୈଶାଖୀ  ଜନିତ ବର୍ଷା ଆଶଙ୍କା ରହିଛି  ବୋଲି ଆଞ୍ଚଳିକ ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା।  ତେବେ ଆଜି  ପାଗ କୋହଲା ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି। ରାଜଧାନୀ ଭୁବନେଶ୍ୱରରେ  ମଧ୍ୟ ଗୁଳୁଗୁଳି  ଜନିତ ସମସ୍ୟା ଭୋଗୁଛନ୍ତି ଲୋକେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି