ଟିଏମସି ମନ୍ତ୍ରୀ ତଥା ମମତାଙ୍କ ସହଯୋଗି ଚନ୍ଦ୍ରନାଥ ସିହ୍ନାଙ୍କ ଘରେ ଇଡି ଚଢ଼ାଉ
by Argus News
Fri, Mar 22 | 2:41 p.m.

ଅର୍ଗସ ବ୍ୟୁରୋ: ଇଡି କବଜ୍ଜାରେ ଟିଏମସି ମନ୍ତ୍ରୀ ତଥା ମମତାଙ୍କ ସହଯୋଗି ଚନ୍ଦ୍ରନାଥ ସିହ୍ନା। ଶୁକ୍ରବାର ସକାଳେ ବିରଭୂମ ଅଂଚଳରେ ଚନ୍ଦ୍ରନାଥ ସିହ୍ନାଙ୍କ ଘରେ ଚଢାଉ କରିଥିଲା। ଶିକ୍ଷକ ନିଯୁକ୍ତି ମାମଲାରେ ହେରଫେର ନେଇ ଇଡି ଟିଏମସି ମନ୍ତ୍ରୀଙ୍କୁ ଜେରା କରିଛି। ଇଡି ଟିମ୍ ସହିତ ସୁରକ୍ଷା ଜାଂଚ କର୍ମୀ ବିରଭୂମର ବୋଲପୁର ଠାରେ ପହଂଚି  ତାଙ୍କ ବାସଭବନକୁ ଘେରାଉ କରିଥିଲେ। ଚନ୍ଦ୍ରନାଥ ସିହ୍ନା ପଶ୍ଚିମବଙ୍ଗର ମମତା ସରକାରରେ କ୍ଷୁଦ୍ର ଓ କୁଟୀର ଶିଳ୍ପ ମନ୍ତ୍ରୀ ରହିଛନ୍ତି। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଇଡିର ଏହି ଚଢାଉକୁ ନେଇ ଟିଏମସି ନେତା ଏବଂ ମନ୍ତ୍ରୀ ମାନଙ୍କ ମଧ୍ୟରେ ହଡକମ୍ପ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ  ଖବର:

 

HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ