ବିଲରେ ପାଣି ମଡ଼ଉଥିବା ବେଳେ ଆକ୍ରମଣ କଲା ବାରାହା
by Argus News
Sat, Mar 23 | 10:35 a.m.

କଟକ: ବିଲରେ ପାଣି ମଡ଼ଉଥିବା ବେଳେ ବାରାହା ଆକ୍ରମଣରେ ଚାଷୀ ମୃତ।  ବାଙ୍କୀ ବିଲିପଡ଼ା ଗ୍ରାମର ସୁବଳ ରାଉତ ବିଲ କୁ ପାଣି ମଡାଇବାକୁ ଯାଇଥିବା ବେଳେ ଏକୁଟିଆ ଦେଖି ବାରାହା ଆକ୍ରମଣ କରିଥିଲା।

ସୁବଳଙ୍କ ଗୋଡ଼. ହାତ ଏଂବ ପେଟକୁ କ୍ଷତ କରିଥିବା ବେଳେ ଗୁରୁତର ଅବସ୍ଥାରେ ଲୋକେ ବାଙ୍କୀ ମେଡିକାଲ ରେ ଭର୍ତି କରିଥିଲେ। କିନ୍ତୁ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ସରକ୍ଷଣ ଗୃହରେ ଶୀତତାପ ନିୟନ୍ତ୍ରିତ ମେସିନ ଖରାପ ହୋଇ ପଡିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା କିଛି ସମୟ ପାଇଁ ଚାପା ଉତେଜନା ଦେଖିବାକୁ ମିଳିଥିଲା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

ଭୋଟର
6m ago
ମତଦାନ ବେଳେ ଭୋଟରଙ୍କ ପ୍ରତିକ୍ରିୟା, କହିଲେ ମୋଦିଙ୍କ ଭଳି ଦରକାର ନେତା
ବ୍ରହ୍ମୁପୁର : ଚାଲିଛି ଗଣତନ୍ତ୍ରର ମହାପର୍ବ । ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ବେଳେ ଛତ୍ରପୁରର କିଛ
ROBOT
19m ago
ୱେଟରଙ୍କ ଦ୍ୱାରା ନୁହେଁ ବରଂ ରୋବଟ୍ ଦ୍ୱାରା ଖାଦ୍ୟ ପରିବେଷଣ କରାଯାଉଛି
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମସ୍ତ ରୋଷ୍ଟୁରାଣ୍ଟରେ ଭିନ୍ନ ଭିନ୍ନ ପ୍ରକାରର ସାଜ୍ଜ ସଜ୍ଜ କରୁଛନ୍ତି । ଭିନ୍ନ ଭିନ୍ନ ଶୈଳିରେ ଖାଇବା ଦେବାଠୁ ଆରମ୍ଭ କରି ଅନ୍ୟ ସବୁ କିଛି । ଆଉ ବର୍ତ୍ତମା
VOTE
24m ago
ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସର ସସପେଣ୍ଡ୍
ଭୁବନେଶ୍ୱର: ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସରଙ୍କୁ ସସପେଣ୍ଡ୍ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର୍ ସସପେଣ୍ଡ୍ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚ