ଧାନ ଗଦାରେ ନିଆଁ, ସବୁ ପୋଡି ପାଉଁସ
by Argus News
Tue, Dec 05 | 11:06 a.m.

ଅର୍ଗସ ବ୍ୟୁରୋ:  ଗଂଜାମ ତାରାସିଙ୍ଗ ଥାନା ଗେରେଡା ମାଣପୁର ରାସ୍ତା କଡରେ ଗଦା କରାଯାଇଥିବା ଧାନ ଗଦାରେ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ମାଣପୁର ଗାଁର ତିନି ଚାଷୀଙ୍କ ପାଞ୍ଚ ଗଦା ଧାନ ପୋଡି ପାଉଁଶ ହୋଇଯାଇଛି । ବାତ୍ୟା ଆସିବା ଭୟରେ ଜମିରୁ ଧାନ ବୋହି ଆଣି ସୁରକ୍ଷିତ ଭାବେ ରଖିବା ପାଇଁ ଚାଷୀ ମାନେ ରାସ୍ତାକଡ଼ରେ ଜମା କରିଥିଲେ ।

ରାତି ପ୍ରାୟ ୧୧ ଟା ସମୟରେ ହଠାତ ନିଆଁ ଦେଖିବା ପରେ ଚାଷୀ ମାନେ ଦୌଡି ଥିଲେ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରି ନେଇଥିଲେ ଓ ତାରସିଙ୍ଗ ପୁଲିସକୁ ଖବର ଦେଇ ଚାଷୀ ମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଗେରେଡା ଆର ଆଇ ଓ ସରପଞ୍ଚ ପ୍ରଦୀପ କୁମାର ସେଠୀ ପଂହଁଚି ଘଟଣାର ଅନୁସନ୍ଧାନ କରି ରିପୋର୍ଟ ପଠାଇଛନ୍ତି । ଏଥିରେ ଚାଷୀ ଜଗତ ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ ଙ୍କ ଧାନ କ୍ଷତି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୁମ୍ବାଇରୁ ଲଣ୍ଡନ
7m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
9m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
12m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍