ଆସନ୍ତା 13ରେ ଭିନେଶ ଫୋଗାଟଙ୍କ ମାମଲାର ଆସିବ ଚୂଡ଼ାନ୍ତ ରାୟ 
by Argus News
Sun, Aug 11 | 9:20 p.m.

ନୂଆଦିଲ୍ଲୀ: ଭିନେଶ ଫୋଗାଟଙ୍କ ମାମଲାରେ ଆସନ୍ତା 13 ତାରିଖରେ ଆସିବ ଚୂଡ଼ାନ୍ତ ରାୟ । କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ ବା CAS ରେ ଭିନେଶଙ୍କ ଆବେଦନ ପରେ ଉଭୟ ପକ୍ଷ ନିଜ ନିଜର ପକ୍ଷ ରଖି ସାରିଛନ୍ତି । ମାମଲାର ଚୂଡ଼ାନ୍ତ ରାୟ ଆସିବା ନେଇ CAS ପକ୍ଷରୁ କୁହାଯାଇଛି ।

ପୂର୍ବ ଘୋଷଣା ଅନୁସାରେ ଭାରତୀୟ ସମୟାନୁସାରେ ଗତକାଲି ରାତି ସାଢ଼େ ୯ଟା ସୁଦ୍ଧା ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଇଥିଲା  ।  ପରେ ଗତକାଲି ରାୟ ତାରିଖ ଘୁଞ୍ଚାଇ ଦେଇଥିଲେ ସିଏଏସ । ଓଜନ ଅଧିକ ହେବା କାରଣରୁ ୫୦ କେଜି ଫ୍ରିଷ୍ଟାଇଲ ଫାଇନାଲରୁ ବାଦ୍ ପଡ଼ିବା ପରେ CAS ଯାଇଥିଲେ ଭିନେଶ । ଯୁଗ୍ମ ଭାବେ ସିଲଭର ମେଡାଲ୍ ଦେବା ପାଇଁ ଦାବି କରିଥିଲେ ।
ଅଧିକ ପଢନ୍ତୁ କ୍ରୀଡା ଖବର 

ଭୃଷଙ୍ଗ ପତ୍ର
13m ago
ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର ହୁଏ, ତେବେ ଆପଣ ଏହି ଭୁଲ ଧାରଣାକୁ ହଟାଇବା ଉଚିତ୍ ଭୃଷଙ୍
ଆଦିବାସୀ
17m ago
ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି
ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠ