ଟି-୨୦ ବିଶ୍ବକପ ପାଇଁ ଯାତ୍ରା କଲେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ
by Argus News
Sun, May 26 | 10:30 a.m.

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଟି-୨୦ ବିଶ୍ବକପ ୨୦୨୪ ପାଇଁ ଯାତ୍ର କରିଛନ୍ତି। ଆଇପିଏଲ ୨୦୨୪ ମଧ୍ୟରେ ଟିମ ଇଣ୍ଡଆ ଟି-୨୦ ବିଶ୍ବକପ ପାଇଁ ଆମେରିକା ବାହାରିଛି। କିନ୍ତୁ ବିରାଟ କୋହଲି ଟିମ ଇଣ୍ଡିଆ ସହ ଯାଇ ନାହାନ୍ତି। 

 

ଆମେରିକା ଯାଉଥିବା ଭାରତୀୟ ଦଳର ଫଟୋ ଏବେ ସାମ୍ନାକୁ ଆସିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବୋଲର ଯଶପ୍ରିତ ବୁମରାଙ୍କ ପର୍ଯ୍ୟନ୍ତ ଦଳର ଅନେକ ଖେଳାଳି ନଜର ଆସିଥିଲେ। 

ଅଲରାଉଣ୍ଡର ଶିବମ ଦୁବେଙ୍କ ବ୍ୟତୀତ ଶୁଭମନ ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଗିଲ ଦଳର ମୁଖ୍ୟ ୧୫ର ଅଂଶ ନାହାନ୍ତି। ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। 

ସୂଚନା ଥାଉ ଟି-୨୦ ବିଶ୍ବକପ ଜୁନ ୧ରୁ ଆରମ୍ଭ ହେବ। କିନ୍ତୁ ଭାରତୀୟ ସମୟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜୁନ ୨ରେ ଖେଳାଯିବ। ଯାହା ଆମେରିକା ଏବଂ କାନାଡ଼ା ମଧ୍ୟରେ ଖେଳାଯିବ। 
ଟିମ ଇଣ୍ଡିଆ ବିଶ୍ବକପ ଅଭିଯାନ ୫ ଜାନୁୟାରୀ ବୁଧବାର ଠାରୁ ଆରମ୍ଭ କରିବ। ଗ୍ରୁପ-ଏ'ରେ ଥିବା ଭାରତୀୟ ଦଳର ପ୍ରଥମ ମୁକାବିଲା ଆର୍ୟଲାଣ୍ଡ ସହିତ ହେବ। ତେବେ ଟିମ ଇଣ୍ଡିଆ ରବିବାର ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର