ଦିନ ମଜୁରିଆ ଲୋକଙ୍କୁ ଶିକାରୀ ବନାଇ ଜୋର ଜବରଦସ୍ତ ଗିରଫ କରୁଛି ବନ ବିଭାଗ
by Argus News
Thu, Mar 21 | 2:57 p.m.

ଅର୍ଗସ ବ୍ୟୁରୋ: କୁଳଡିହା ବନ ବିଭାଗର ମିଛ ଗିରଫ। ସଙ୍ଗିନ ଅଭିଯୋଗ ଆଣିଲେ ପରିବାର ଲୋକେ ଓ ସମିତି ସଭ୍ୟ। ନିରୀହ ଦିନ ମଜୁରିଆ ଲୋକଙ୍କୁ ଶିକାରୀ ବନାଇ ଜୋର ଜବରଦସ୍ତ ଗିରଫ କରୁଛି ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ କୁଳଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫର୍ସ, ନୀଳଗିରି ପୋଲିସ ମିଳିତ ଭାବେ କମ୍ବିଂ ଅପରେସନ କରି ୬ ଜଣଙ୍କୁ ଗିରଫ କରିଛି। ତେବେ ଦୁଇ ଜଣ ଶୁକୁରା ସିଂ ଓ ଗୁରୁବା ସିଂ ଙ୍କୁ ନିର୍ଦ୍ଦୋଷରେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ