ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ଗଭର୍ଣ୍ଣରଙ୍କ କ୍ଷୋଭ 
by Argus News
Tue, Jan 30 | 12:13 p.m.

ସୁବର୍ଣ୍ଣପୁର: ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ପିପୁଲ୍ସ ଗଭର୍ଣ୍ଣରଙ୍କ କ୍ଷୋଭ। ଗରିବ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୋଦି ଗ୍ୟାରେଣ୍ଟି ପୂରା ଦେଶରେ କାମ କରୁଥିବା ବେଳେ ଓଡ଼ିଶାରେ ଏଥିରେ ବାଧକ ସାଜିଛନ୍ତି ରାଜ୍ୟ ସରକାର। ଅନେକ ହିତାଧିକାରୀ ଆବାସ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ବେଳେ ଅନେକ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯୋଗ୍ୟ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇନଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ। ତେବେ ମୋଦି ଗ୍ୟାରେଣ୍ଟିରେ ଖୁବ ଶୀଘ୍ର ସେମାନେ ନିଜ ହକ୍ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମତଦାନ
3m ago
ପ୍ରଥମ ପର୍ଯ୍ୟାୟ ମତଦାନ; 11.30 ସୁଦ୍ଧା ୨୩.୨୮ % ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮ % ମତଦାନ ହୋଇଛି । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦% ମତଦାନ ହୋଇଛି । ନର୍ଲା ୨୬.୪୬%
ASTHAMA
10m ago
ଆସ୍ତମା ଥିଲେ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ
ଅର୍ଗସ ବ୍ୟୁରୋ: ଖରା ଗରମ ଏବଂ ଆର୍ଦ୍ରତା ଦ୍ଵାରା ଶ୍ୱାସକ୍ରିୟା ଜୋରେ କିମ୍ଵା ଧିରେ ହୋଇଥାଏ । ଯାହା ଆସ୍ତମା ରୋଗୀ ମାନଙ୍କର ଆହୁରି ଅଧିକ ଖରାପ କରିପାରେ । ଡିହାଇଡ୍ରେସନ୍ ଏବଂ ତାପମାତ୍ର
ମନମୋହନ ସାମଲ
23m ago
ହତାଶ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ବିଜେଡି ସରକାର
ଭୁବନେଶ୍ୱର: ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହତାଶ ନିରାଶ ଅବସ୍ଥାରେ ବିଜେଡ଼ି ସରକାର ପହଂଚିଛନ୍ତି