ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
by Argus News
Wed, Nov 29 | 7:25 a.m.

ଅର୍ଗସ ବ୍ୟୁରୋ :  ମୁକ୍ତିର ଆନନ୍ଦ। ଦୀର୍ଘ 17 ଦିନ ପରେ ଉତ୍ତରକାଶୀର ଟନେଲ ଭିତରୁ ବାହାରିଲେ 41 ଶ୍ରମିକ । ଟନେଲ ଭିତରୁ ଜଣକ ପରେ ଜଣଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ବାହାରକୁ ବାହାରିଲା ପରେ ଚାରିଆଡ଼େ ଦେଖା ଦେଇଛି ଖୁସିର ମାହୋଲ୍ । ସମସ୍ତ ଶ୍ରମିକଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କୋଳେଇ ନେଇଥିଲେ ।

ଅଧିକ ପଢନ୍ତୁ : ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

ଏହାପରେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ସମସ୍ତଙ୍କୁ ଉତ୍ତରୀୟ ଦେଇ ପାଛୋଟି ନେଇଥିଲେ । ଜଣକ ପରେ ଜଣଙ୍କୁ ଆମ୍ବୁଲାନ୍ସରେ ବସାଇ ଡାକ୍ତରୀ ପରୀକ୍ଷା ନିମନ୍ତେ ଡାକ୍ତରଖାନା ନିଆଯାଇଥିଲା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ