ଶେଷ ହେଲା ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪ 
by Argus News
Fri, Sep 20 | 8:39 a.m.

କଟକ:  ଶେଷ ହେଲା କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪। ଏଥିରେ ସନରାଇଜ କ୍ଳବ୍ ଚାମ୍ପିଅନ ହୋଇଥିବା ବେଳେ ରୋଭର୍ସ କ୍ଳବ୍ ରନର ଅପ୍ ହୋଇଛି। ଫାଇନାଲ ମ୍ୟାଚରେ ରୋଭର୍ସ କ୍ଳବକୁ ୧-୦ ଗୋଲରେ ପରାସ୍ତ କରିଛି ସନରାଇଜ କ୍ଳବ୍। ଦୀର୍ଘ ମାସ ଧରି ଚାଲିଥିବା ଏହି ଲିଗରେ କଟକର ୩୩ ଟି ଦଳ ଭାଗ ନେଇଥିଲେ। ଏଥିରେ ରାଜ୍ୟ ସହ ରାଜ୍ୟ ବାହାରର ଅନେକ ଖେଳାଳୀ ବିଭିନ୍ନ ଟିମରେ ଖେଳିଥିଲେ। 

ତେବେ ଏହି ଲିଗର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଟବଲ ସଂଘ ସଂପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅଲମ୍ପିକ୍ସ ସଂଘ ସଂପାଦକ ଯୋଗ ଦେଇଥିଲେ। 
 ଅଧିକ ପଢନ୍ତୁ କ୍ରୀଡା ଖବର 

କୋଲକାତା ଲଜ୍ଜା
25m ago
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ
ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍
ଭରତପୁର ଘଟଣା
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲ
RATNABHANDAR
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥି